ଓଡିଶା

odisha

ETV Bharat / state

ସ୍ୱଚ୍ଛ ଭାରତର ବାର୍ତ୍ତା: ରାସ୍ତା ସଫେଇରେ ବ୍ୟସ୍ତ ଭବିଷ୍ୟତର ଶିକ୍ଷକ - ଭବିଷ୍ୟତର ଶିକ୍ଷକଙ୍କ ଦ୍ୱାରା ରାସ୍ତା ସଫେଇ

ଗାନ୍ଧିନଗର ସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀ ଗୁରୁବାର କଲେଜ ପରିସରଠାରୁ ଆରମ୍ଭ କରି ସହରର କେନ୍ଦ୍ରସ୍ଥଳୀରେ ଥିବା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଫେଇ କରିଛନ୍ତି । ଅଧିକ ପଢନ୍ତୁ...

road sweep by future teacher in koraput
ଭବିଷ୍ୟତର ଶିକ୍ଷକଙ୍କ ଦ୍ୱାରା ରାସ୍ତା ସଫେଇ

By

Published : Feb 20, 2020, 7:05 PM IST

କୋରାପୁଟ: ଭବିଷ୍ୟତ ଶିକ୍ଷକଙ୍କ ଦ୍ବାରା ରାସ୍ତା ସଫେଇ । କୋରାପୁଟ ଗାନ୍ଧିନଗର ସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀ ଗୁରୁବାର କଲେଜ ପରିସରଠାରୁ ଆରମ୍ଭ କରି ସହରର କେନ୍ଦ୍ରସ୍ଥଳୀରେ ଥିବା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଫେଇ କରିଛନ୍ତି ।

ଭବିଷ୍ୟତର ଶିକ୍ଷକଙ୍କ ଦ୍ୱାରା ରାସ୍ତା ସଫେଇ

ଏଥିସହ ବସ୍ତି ଅଞ୍ଚଳ ପାଇଁ ଖୋଲାଯାଇଥିବା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟ ସେମାନେ ସଫା କରିଛନ୍ତି । ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଶିକ୍ଷକ ଭାବେ ନିଜକୁ ପ୍ରସ୍ତୁତ କରୁଥିବା ଏହି ଯୁବପିଢିଙ୍କ ସ୍ବଛ କୋରାପୁଟ ଅଭିଯାନକୁ ସହରବାସୀ ପ୍ରଶଂସା କରିଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details