ଓଡିଶା

odisha

ଓଲଟିପଡିଲା ଅଟୋ; 2 ମହିଳା ମୃତ

କୋରାପୁଟ ଜିଲ୍ଲାର ରେଲିକୁମ୍ଭା ନିକଟରେ ସଡକ ଦୁର୍ଘଟଣା । ଅଟୋ ରିକ୍ସା ଓଲଟିପଡିବାରୁ 2 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

By

Published : Nov 26, 2019, 5:16 AM IST

Published : Nov 26, 2019, 5:16 AM IST

ଓଲଟିପଡିଲା ଅଟୋ; 2 ମହିଳା ମୃତ
ଓଲଟିପଡିଲା ଅଟୋ; 2 ମହିଳା ମୃତ

କୋରାପୁଟ: ଜିଲ୍ଲାର ରେଲିକୁମ୍ଭା ନିକଟରେ ସଡକ ଦୁର୍ଘଟଣା । କିଛି ଦିନମଜୁରିଆ କୋରାପୁଟ ସହରରୁ କାମ ସାରି ନିକଟସ୍ଥ ରେଲିକୁମ୍ଭା ଗାଁକୁ ଅଟୋ ଯୋଗେ ଫେରୁଥିବା ସମୟରେ ସେମାନେ ଯାଉଥିବା ଅଟୋ ରିକ୍ସାଟି ରେଲିକୁମ୍ଭା ନିକଟ ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ।

ଓଲଟିପଡିଲା ଅଟୋ; 2 ମହିଳା ମୃତ

ତେବେ ଦୁର୍ଘଟଣାଗ୍ରସ୍ତ ଅଟୋରେ ଥିବା ଦୁଇ ଜଣ ମହିଳା ଦିନ ମଜୁରିଆ ପଦ୍ମା ମୁଦୁଲି ଓ ଚଂଚଳା ମୁଦୁଲିଙ୍କ ମୃତ୍ୟୁ ଘଟିଛି । ଏହାସହ ସେଥିରେ ଥିବା ପାଞ୍ଚଜଣ ଆହତ ହୋଇ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details