କୋରାପୁଟ: ଶୁଭାରମ୍ଭ ହେଲା ମାଣ୍ଡିଆ ରଥ । ମାଣ୍ଡିଆ ଜାତୀୟ ଲଘୁ ଶସ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାଣ୍ଡିଆ ଉତ୍ପାଦନ କରୁଥିବା ଚାଷୀଙ୍କ ପଞ୍ଜିକରଣକୁ ତ୍ବରାନ୍ବିତ କରିବା ପାଇ କୋରାପୁଟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମାଣ୍ଡିଆ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି ।
କୋରାପୁଟରେ ଗଡିଲା ମାଣ୍ଡିଆ ରଥ - mandia ratha
ଗଡିଲା ମାଣ୍ଡିଆ ରଥ । ମାଣ୍ଡିଆ ଜାତୀୟ ଲଘୁ ଶସ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ରଥର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...
ଗଡ଼ିଲା ମାଣ୍ଡିଆ ରଥ
ଗଡ଼ିଲା ମାଣ୍ଡିଆ ରଥ
ପ୍ରଗତି ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚିବାକୁ ଥିବା ଏହି ରଥ ପ୍ରଥମେ ନନ୍ଦପୁର ବ୍ଲକ ପରିକ୍ରମା କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ