କୋରାପୁଟ: ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ସଂଶୋଧନ କରିବା ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଗ୍ରେଡେସନ ତାଲିକାରେ ସଂଶୋଧନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର - teacher demands revision of gradation list
ସରକାରଙ୍କ ତରଫରୁ ଗ୍ରେଡେସନ ତାଲିକା ପ୍ରସ୍ତୁତ କଲାବେଳେ 2019 କ୍ୟାଡର ନିୟମକୁ ଅଣଦେଖା କରାଯାଇଥିଲା । ଫଳରେ ଅନେକ ବରିଷ୍ଠ ଶିକ୍ଷକ ଗ୍ରେଡେସନ ତାଲିକାରେ ସ୍ଥାନ ପାଇ ପାରି ନାହାଁନ୍ତି । ଫଳରେ ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ସଂଶୋଧନ କରିବା ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
![ଗ୍ରେଡେସନ ତାଲିକାରେ ସଂଶୋଧନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ଗ୍ରେଡେସନ ତାଲିକାରେ ସଂଶୋଧନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର](https://etvbharatimages.akamaized.net/etvbharat/prod-images/768-512-8665801-thumbnail-3x2-gradation.jpg)
ଗ୍ରେଡେସନ ତାଲିକାରେ ସଂଶୋଧନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର
ଗ୍ରେଡେସନ ତାଲିକାରେ ସଂଶୋଧନ ନିମନ୍ତେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର
ସଂଘର ସମ୍ପାଦକ ରାଜେନ୍ଦ୍ର ସାହୁଙ୍କ କହିବାନୁଯାୟୀ ସରକାରଙ୍କ ତରଫରୁ ଗ୍ରେଡେସନ ତାଲିକା ପ୍ରସ୍ତୁତ କଲାବେଳେ 2019 କ୍ୟାଡର ନିୟମକୁ ଅଣଦେଖା କରାଯାଇଥିଲା । ଫଳରେ ଅନେକ ବରିଷ୍ଠ ଶିକ୍ଷକ ଗ୍ରେଡେସନ ତାଲିକାରେ ସ୍ଥାନ ପାଇ ପାରି ନାହାଁନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ସଙ୍ଘ ଦାବି କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ