କୋରାପୁଟ:ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । କୋରାପୁଟ ଦାମନଯୋଡି ଥାନା ଅନ୍ତର୍ଗତ କୁଡୁମୁଲ ଗ୍ରାମ ନିକଟ ଜଙ୍ଗଲରେ ଚାଲିଥିଲା ଏହି ଜୁଆ ଆଡ୍ଡା । ବୁଧବାର ରାତିରେ ଆଡ୍ଡାରେ ରେଡ୍ କରିଛି ପୋଲିସ । ଘଟଣାସ୍ଥଳରୁ 14 ଜଣଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିବା ଦାମନଯୋଡି ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଜଣାଇଛନ୍ତି ।
ଜୁଆ ଆଡ୍ଡାରେ ପୋଲିସର ଚଢାଉ, 14 ଅଟକ - ଜୁଆ ଆଡ୍ଡା ଚଢ଼ାଉ
ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ଘଟଣାସ୍ଥଳରୁ 14 ଜଣଙ୍କୁ ଥାନାକୁ ଆଣି ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ...
![ଜୁଆ ଆଡ୍ଡାରେ ପୋଲିସର ଚଢାଉ, 14 ଅଟକ ଚାଲିଥିଲା ଜୁଆ ଆଡ୍ଡା; ରେଡ୍ ମାରିଲା ପୋଲିସ, 14 ଅଟକ](https://etvbharatimages.akamaized.net/etvbharat/prod-images/768-512-13217315-thumbnail-3x2-kpt.jpg)
ଚାଲିଥିଲା ଜୁଆ ଆଡ୍ଡା; ରେଡ୍ ମାରିଲା ପୋଲିସ, 14 ଅଟକ
ଅଭିଯୁକ୍ତଙ୍କ ନିକଟରୁ ନଗତ 1 ଲକ୍ଷ 89 ହଜାର 870 ଟଙ୍କା ଜବତ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ