କୋରାପୁଟ:ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ(osap jawan suicide) । ଆଜି(ଗୁରୁବାର) ସକାଳେ ସର୍କିଟ ହାଉସ ନିକଟ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲିଥିବା ଦେଖାଯାଇଥିଲା । ପରେ ମୃତ ଯୁବକ ଜଣକ ଓଏସଏପିର ଜଣେ ସିପାହୀ, ଯାହାଙ୍କ ନାମ ଦୀପକ ଡୁଙ୍ଗ ଡୁଙ୍ଗ ଏବଂ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁରେ ବୋଲି ଜଣାପଡିଥିଲା ।
ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ, ଗତ ବୁଧବାରଠୁ ଥିଲେ ନିଖୋଜ - ଓଏସଏପି ଯବାନଙ୍କ ଆତ୍ମହତ୍ୟା
ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ(osap jawan suicide) । ମୃତ ଯୁବକ ଜଣକ ଓଏସଏପିର ଜଣେ ସିପାହୀ, ଯାହାଙ୍କ ନାମ ଦୀପକ ଡୁଙ୍ଗ ଡୁଙ୍ଗ ଏବଂ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁରେ ବୋଲି ଜଣାପଡିଥିଲା । ଅଧିକ ପଢନ୍ତୁ

ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ, ଗତ ବୁଧବାରଠୁ ଥିଲେ ନିଖୋଜ
ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ, ଗତ ବୁଧବାରଠୁ ଥିଲେ ନିଖୋଜ
ଗତ ବୁଧବାରଠାରୁ ସେ ନିଖୋଜ ଥିବାବେଳେ ଆଜି ଗଛରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସୂଚନାପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ତଦନ୍ତ କରୁଛି ପୋଲିସ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ