କୋରାପୁଟ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ 138 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ସେମିଳିଗୁଡା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାଖଝୋଲା ପଞ୍ଚାୟତ ନୂଆପୁଟ ଗ୍ରାମର ଗୋପିନାଥ ଖିଲ ବୋଲି ଜଣାପଡିଛି ।
ଚକୋଲେଟ୍ ପ୍ୟାକେଟରେ ଗଞ୍ଜେଇ ଚାଲାଣ - one arrest and ganza seized by semiliguda police
ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ 138 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ସେମିଳିଗୁଡା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାଖଝୋଲା ପଞ୍ଚାୟତ ନୂଆପୁଟ ଗ୍ରାମର ଗୋପିନାଥ ଖିଲ ବୋଲି ଜଣାପଡିଛି ।
![ଚକୋଲେଟ୍ ପ୍ୟାକେଟରେ ଗଞ୍ଜେଇ ଚାଲାଣ](https://etvbharatimages.akamaized.net/etvbharat/prod-images/768-512-5032390-thumbnail-3x2-collagejpeg.jpg)
ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
ସୂଚନା ଅନୁଯାୟୀ, ଚକୋଲେଟ ଓ କୁକୁଡ଼ା ଖାଦ୍ୟ ପ୍ୟାକେଟରେ ଅତି ଚତୁରତାର ସହ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସେମିଳିଗୁଡା ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା । ତେବେ ସୋମବାର ସେମିଳିଗୁଡା ଓ ପଟ୍ଟାଙ୍ଗି ମଧ୍ୟରେ ଥିବା କକରିଗୁଡ଼ା ଛକରୁ ଏହି ଗଞ୍ଜେଇ ବୋଝେଇ ଥିବା ଏକ ମାର୍ସାଲକୁ ଅଟକ ରଖି ସେମିଳିଗୁଡା ପୋଲିସ ସେଥିରୁ 138 କିଲୋ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।
କୋରାପୁଟରୁ ସି ଏଚ୍ ଶାନ୍ତାକାର. ଇଟିଭି ଭାରତ
TAGGED:
ganza seized in koraput