ଓଡିଶା

odisha

ETV Bharat / state

କୋରାପୁଟରେ ସମ୍ପୂର୍ଣ୍ଣ ବନ୍ଦ ହେବ ବାଲ୍ୟ ବିବାହ ! - stop child marriage

ବାଲ୍ୟ ବିବାହ ରୋକିବା ପାଇଁ ଆଗକୁ ଆସିଛି ଜିଲ୍ଲା ପ୍ରଶାସନ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କୋରାପୁଟରେ ବନ୍ଦ ହେବ ବାଲ୍ୟ ବିବାହ !

By

Published : Nov 7, 2019, 3:04 AM IST

କୋରାପୁଟ: ଜିଲ୍ଲାରେ କମିବ ବାଲ୍ୟ ବିବାହ। ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଯୋଗ ଦେଇଥିଲେ ।

କୋରାପୁଟରେ ବନ୍ଦ ହେବ ବାଲ୍ୟ ବିବାହ !

ବୈଠକରେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାକୁ ରୋକ୍ ଲଗାଇବାକୁ ହେଲେ ସ୍ଥାନୀୟ ନେତୃବୃନ୍ଦଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details