ଓଡିଶା

odisha

ETV Bharat / state

ସାଧାରଣ ଲୋକଙ୍କ କଥା କହେ ସାହିତ୍ୟ: ରାଜ୍ୟପାଳ

କୋରାପୁଟ ଜିଲ୍ଲାରେ ସାହିତ୍ୟ ଉତ୍ସବର ସମାଵର୍ତନ ସମାରୋହରେ ଯୋଗ ସାହିତ୍ୟ ସାଧାରଣ ଲୋକଙ୍କ କଥା ବର୍ଣ୍ଣାନ କରେ ବୋଲି କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢ଼ନ୍ତୁ...

By

Published : Oct 22, 2019, 4:48 AM IST

Updated : Oct 22, 2019, 9:45 AM IST

ସାହିତ୍ୟ ଉତ୍ସବର ସମାଵର୍ତନ ସମାରୋହରେ ରାଜ୍ୟପାଳ

କୋରପୁଟ: ସମାଜର ବିକାଶଧାରାରେ ସବୁଠାରୁ ପଛରେ ପଡି ଯାଇଥିବା ବ୍ୟକ୍ତିର କଥା ସାହିତ୍ୟରେ ବର୍ଣ୍ଣନା କରିବା ଦରକାର । କୋରାପୁଟ ଅଞ୍ଚଳକୁ ଧରାପୃଷ୍ଠର ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି ।

ସାହିତ୍ୟ ଉତ୍ସବର ସମାଵର୍ତନ ସମାରୋହରେ ରାଜ୍ୟପାଳ

ସୋମବାର କୋରାପୁଟ ସାହିତ୍ୟ ଉତ୍ସବର ସମାଵର୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ମତ ରଖିଥିଲେ ରାଜ୍ୟପାଳ । ଏହି ଅବସରରେ ଅବିଭକ୍ତ କୋରାପୁଟ ଅଞ୍ଚଳରୁ ଚୟନ କରାଯାଇଥିବା ଦଶଜଣ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ କାର୍ଯ୍ୟରେ ଅଭୂତପୂର୍ଵ ପ୍ରଦର୍ଶନ ଯୋଗୁଁ ସମ୍ମାନିତ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 22, 2019, 9:45 AM IST

ABOUT THE AUTHOR

...view details