ଓଡିଶା

odisha

ETV Bharat / state

ଜାତୀୟ ରାଜପଥରେ ଜଅଁରା ପାଣି, କୋଟପାଡ ଓ ଜଗଦଲପୁର ମଧ୍ୟରେ ଯାତାୟତ ଠପ

କୋଟପାଡ ଓ ଜଗଦଲପୁର ମଧ୍ୟରେ ଯଇଁରା ନଦୀରେ ବନ୍ୟା ପାଣି ଆସି ସୁରଲି ଠାରେ ଜାତୀୟ ରାଜପଥରେ ଥିବା ପୋଲ ଉପରେ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଅଧିକ ପଢନ୍ତୁ..

କୋଟପାଡ ଓ ଜଗଦଲପୁର ମଧ୍ୟରେ ଯାତାୟତ ଠପ
କୋଟପାଡ ଓ ଜଗଦଲପୁର ମଧ୍ୟରେ ଯାତାୟତ ଠପ

By

Published : Aug 21, 2020, 3:00 PM IST

କୋରାପୁଟ: ଗତ କିଛି ଦିନ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା । କୋଟପାଡ ଓ ଜଗଦଲପୁର ମଧ୍ୟରେ ଯଅଁରା ନଦୀ ଉପର ସୁରଲି ଠାରେ ଜାତୀୟ ରାଜପଥରେ ଥିବା ପୋଲ ଉପର ଦେଇ ତିନି ଫୁଟ ଉଚ୍ଚର ପାଣି ଚାଲିବା ଯୋଗୁଁ ଯାତାୟତ ଠପ ହୋଇପଡିଛି ।

କୋଟପାଡ ଓ ଜଗଦଲପୁର ମଧ୍ୟରେ ଯାତାୟତ ଠପ

ସେପଟେ, ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଓ ଜରୁରୀକାଳୀନ ଅଧିକାରୀ ଜ୍ଞାନଦୀପ ତ୍ରିପାଠୀଙ୍କ ସମେତ କୋଟପାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details