କୋରାପୁଟ :ଜିଲ୍ଲା ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି । ସହରରେ ଟ୍ରାଫିକ ଛକ ନିକଟରୁ ଗାନ୍ଧୀ ନଗର ସ୍ଥିତ ଶ୍ମଶାନ ପର୍ଯ୍ୟନ୍ତ ରାସ୍ତାକଡରେ ବେଆଇନ ଭାବେ ଥିବା ଦୋକାନ ଓ ଘରକୁ ପୌର ପ୍ରଶାସନ ଦ୍ୱାରା ଉଚ୍ଛେଦ କରିବା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଚାରି ଦିନ ଧରି ଚାଲିବ ।
ଏହାବି ପଢନ୍ତୁ :CoWINରେ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର