ଓଡିଶା

odisha

ETV Bharat / state

କୋଟିଆରେ ନିର୍ବାଚନ ନକରିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି - not to hold elections in Kotia letter

କୋଟିଆ ପଞ୍ଚାୟତର ତିନି ଗାଁରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି । ଏହା ଯେହେତୁ ଓଡିଶାର ଅଞ୍ଚଳ ତେଣୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରୋପୁଟ ଜିଲ୍ଲାପାଳ ଚିଠି ଲେଖିଛନ୍ତି । ମାମଲା ସୁପ୍ରିମକୋର୍ଟରେ ଥିବାରୁ ନିର୍ବାଚନ ନକରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୋଟିଆରେ ନିର୍ବାଚନ ନକରିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରୋପୁଟ ଜିଲ୍ଲାପାଳ ଚିଠି
କୋଟିଆରେ ନିର୍ବାଚନ ନକରିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରୋପୁଟ ଜିଲ୍ଲାପାଳ ଚିଠି

By

Published : Feb 12, 2021, 10:53 PM IST

କୋରାପୁଟ :ବିବାଦ ଘେରରେ କୋଟିଆ ନିର୍ବାଚନ ପ୍ରସଙ୍ଗ । ଶନିବାର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବା ନିମନ୍ତେ ପ୍ରସ୍ତୁତ ହେଉଛି । ତାହା ଓଡିଶାର ଅଞ୍ଚଳ ହୋଇଥିବାରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିବା ଏକ ବିବାଦୀୟ ପ୍ରସଙ୍ଗ ।

କୋଟିଆ ପଞ୍ଚାୟତର ତିନି ଗାଁରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି । ତେବେ ଏହା ଓଡିଶାର ଅଞ୍ଚଳ ହୋଇଥିବାରୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳ ଚିଠି ଲେଖିଛନ୍ତି । ମାମଲା ସୁପ୍ରିମକୋର୍ଟରେ ଥିବାରୁ ନିର୍ବାଚନ ନକରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details