କୋରାପୁଟ:ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜିକୁ ଗିରଫ କଲା ଜୟପୁର ମହିଳା ଥାନା ପୋଲିସ । ଅଭିଯୁକ୍ତକୁ ଲମତାପୁଟ ବ୍ଲକର ଅନକାଡେଲିରୁ ଗିରଫ କରିଛି ପୋଲିସ । ଏହା ସହ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତ ଲାଲ ବାହାଦୂର ନାଁରେ 18ଟି ମାମଲା ରହିଥିବାବେଳେ ପୂର୍ବରୁ ଜଣେ ଅଭିଯୁକ୍ତ ମିନ ବାରିକକୁ ଗିରଫ କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ: COVID SPIKE : 25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ, ଜରୁରୀ ବିଷୟ ହେଲେ ଭର୍ଚୁଆଲ୍ରେ ଶୁଣାଣି