ଓଡିଶା

odisha

ETV Bharat / state

ମହିଳାଙ୍କୁ ଗଳା କାଟି ହତ୍ୟା, ସ୍ବାମୀ ଅଟକ - ମହିଳାଙ୍କୁ ଗଳା କାଟି ହତ୍ୟା

ସ୍ବାମୀ ସ୍ତ୍ରୀର ଗଳା କାଟି କଲା ହତ୍ୟା । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ଗଳା କାଟି ହତ୍ୟା
ମହିଳାଙ୍କୁ ଗଳା କାଟି ହତ୍ୟା

By

Published : Jun 8, 2022, 9:58 PM IST

କୋରାପୁଟ : ସ୍ବାମୀ ହାତରେ ସ୍ତ୍ରୀର ଗଳା କାଟି ହତ୍ୟା ହୋଇଥିବା ସନ୍ଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡା ଗ୍ରାମରେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ କୋରାପୁଟ ଏସଡିପିଓ, କୋରାପୁଟ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କୁ ଗଳା କାଟି ହତ୍ୟା

ହତ୍ୟା କରିଥିବା ସନ୍ଦେହରେ ମୃତ ମହିଳାଙ୍କ ସ୍ବାମୀକୁ ପୋଲିସ ଅଟକ ରଖିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details