କୋରାପୁଟ: ଜଳିଗଲା ସରକାରୀ ବସ । ସମସ୍ତ ଯାତ୍ରୀଙ୍କ ସମେତ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ରହିଛନ୍ତି । ବସରେ କିପରି ନିଆଁ ଲାଗିଲା ତାହାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଏହାସହ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କୋରାପୁଟରେ ହୁତୁହୁତୁ ହୋଇ ଜଳିଗଲା ସରକାରୀ ବସ: ସମସ୍ତ ଯାତ୍ରୀ ସୁରକ୍ଷିତ - ଜଳିଗଲା ସରକାରୀ ବସ
ଜଳିଗଲା ସରକାରୀ ବସ । ସମସ୍ତ ଯାତ୍ରୀଙ୍କ ସମେତ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ରହିଛନ୍ତି । ବସରେ ସେନସର ସର୍ଟ ହୋଇ ନିଆଁ ଲାଗିଥିବା ଉଭୟ ବସ ଡ୍ରାଇଭର ଓ କଣ୍ଡକ୍ଟର କହିଛନ୍ତି । ଅଧିକ ପଢନ୍ତୁ
କୋରାପୁଟରେ ଜଳିଗଲା ସରକାରୀ ବସ : ସମସ୍ତ ଯାତ୍ରୀ ସୁରକ୍ଷିତ
କୋରାପୁଟରେ ହୁତୁହୁତୁ ହୋଇ ଜଳିଗଲା ସରକାରୀ ବସ: ସମସ୍ତ ଯାତ୍ରୀ ସୁରକ୍ଷିତ
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ରାୟଗଡ଼ାରୁ ନାରାୟଣପାଟଣା ବ୍ଲକର ତେନ୍ତୁଳିପଦରକୁ ଯାଉଥିଲା OSRTC ବସ । ବନ୍ଧୁଗାଁ ବ୍ଲକର ଦଣ୍ଡାବାଡି ନିକଟରେ ବସରେ ନିଆଁ ଲାଗିଯାଇଥିଲା । ତେବେ ବସ ଡ୍ରାଇଭର ଓ କଣ୍ତକ୍ଚରଙ୍କ କହିବା ଅନୁସାରେ ବସରେ ସେନସର ସର୍ଟ ହୋଇ ନିଆଁ ଲାଗିଛି ବୋଲି ଉଭୟ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Dec 26, 2021, 9:06 PM IST