ଓଡିଶା

odisha

ETV Bharat / state

କୋରାପୁଟ କାକରୀଗୁମାରୁ ଶିଶୁକନ୍ୟା ଉଦ୍ଧାର, ମେଡିକାଲରେ ଭର୍ତ୍ତି

କୋରାପୁଟ କାକିରୀଗୁମା ରେଳଲାଇନ କଡ଼ରୁ ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ଜିଲ୍ଲା ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...

By

Published : Feb 10, 2021, 12:53 PM IST

କୋରାପୁଟ କାକରୀଗୁମାରେ ଶିଶୁକନ୍ୟା ଉଦ୍ଧାର
କୋରାପୁଟ କାକରୀଗୁମାରେ ଶିଶୁକନ୍ୟା ଉଦ୍ଧାର

କୋରାପୁଟ: କାକିରୀଗୁମା ରେଳ ଲାଇନ କଡ଼ରୁ ଗୁରୁତର ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର। ତେବେ ଶିଶୁଟିର ପରିଚୟ ମିଳିପାରିନାହିଁ । କୁକୁର ଝୁଣି ଥିବାରୁ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲକୁ ଆଣିଛନ୍ତି ।

ଚିକିତ୍ସା ଜାରି ରହିଥିବାବେଳେ, କାହାର ଏ ଶିଶୁ କନ୍ୟା କିଏ ଓ କାହିଁକି ତାକୁ ଏହି ସ୍ଥାନରେ ପକାଇଥିଲା ତାର କାରଣ ଜଣା ପଡ଼ିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details