କୋରାପୁଟ:ଜିଲ୍ଲାରେ ପୁଣି ଭୟ ସୃଷ୍ଟି କରିଛି ଝାଡ଼ାବାନ୍ତି । ଗତ ଚାରିଦିନ ମଧ୍ୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ଗ୍ରାମରେ 16 ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି (diarrhoea infected in korput) । ସମସ୍ତ ଆକ୍ରାନ୍ତଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ଥିତି ନିୟନ୍ତ୍ରଣ ଥିବା କୋରାପୁଟ ସିଡିଏମଓ ଅରୁଣ ପାଢ଼ୀ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:Cholera: କାଶୀପୁର ପରେ ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ