କୋରାପୁଟ: ଦେଶରେ ସମସ୍ତଙ୍କୁ ବିନା କୌଣସି ପ୍ରତିବନ୍ଧକରେ କୋଭିଡ଼ ଟିକା ଦେବା ପାଇଁ ଦାବି କରିଛି କଂଗ୍ରେସ । ଏନେଇ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସାର୍ବଜନୀନ ଟୀକାକରଣ ପାଇଁ କଂଗ୍ରେସର ଦାବି - congress demands for vaccination to be universal
ଦେଶରେ ସମସ୍ତଙ୍କୁ ବିନା କୌଣସି ପ୍ରତିବନ୍ଧକରେ କୋଭିଡ଼ ଟିକା ଦେବା ପାଇଁ ଦାବି କରିଛି କଂଗ୍ରେସ । ଏନେଇ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ସାର୍ବଜନୀନ ଟୀକାକରଣ ପାଇଁ କଂଗ୍ରେସର ଦାବି
କୋରାପୁଟ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ପାହାଡିଆ ଇଲାକାରେ ଆପରେ ନାମ ପଞ୍ଜିକରଣ କରି ଟିକା ନେବା କାଠିକର ପାଠ ହୋଇଥିବା ଯୋଗୁଁ ଟିକାଦାନର ପ୍ରକ୍ରିୟାକରଣକୁ ସରଳ କରିବା ପାଇଁ ଦଳ ଦାବି କରିଥିବା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ