କୋରାପୁଟ: ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ ଯବାନଙ୍କ ଆତ୍ମହତ୍ୟା । ନିଜକୁ ନିଜେ ଗୁଳି କରିଥିବା ସୂଚନା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଜଲାପୁଟ ସ୍ଥିତ ବିଏସଏଫ ୧୫ ନମ୍ବର ବାଟାଲିୟନରେ ଜଣେ ଯବାନ ନିଜ ମୁଣ୍ଡରେ ନିଜେ ଗୁଳି ଫୁଟାଇଥିବା ଅନୁମାନ କରାଯାଉଛି ।
BSF ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - BSF ଯବାନଙ୍କ ଆତ୍ମହତ୍ୟା
ଜଲାପୁଟ ବିଏସଏଫ ୧୫ ନମ୍ବର ବାଟାଲିୟନରେ ଯବାନଙ୍କ ଆତ୍ମହତ୍ୟା । ନିଜକୁ ନିଜେ ଗୁଳି କରିଥିବା ସୂଚନା । ଅଧିକ ପଢନ୍ତୁ...
![BSF ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ BSF ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ](https://etvbharatimages.akamaized.net/etvbharat/prod-images/768-512-10893454-thumbnail-3x2-loa.jpg)
BSF ଯବାନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ତେବେ ମୃତ ଯବାନ ଇନ୍ଦର ସିଂହ ରାଜସ୍ଥାନର ବାସିନ୍ଦା । ସେ କାହିଁକି ଏପରି ଏକ ପଦକ୍ଷେପ ନେଲେ ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ