କୋରାପୁଟ: କୋରାପୁଟ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଜମାକାରୀ ନିଜ ନିଜ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ କରି କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ଗାଏବ ନେଇ ଥାନାରେ ଅଭିଯୋଗ - ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ଗାଏବ
କୋରାପୁଟ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଜମାକାରୀ ନିଜ ନିଜ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ କରି କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...
ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ଗାଏବ ନେଇ ଥାନାରେ ଅଭିଯୋଗ
ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ଗାଏବ ନେଇ ଥାନାରେ ଅଭିଯୋଗ
ଅଭିଯୋଗକୁ ଆଧାର କରି ଆଜି ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ବ୍ୟାଙ୍କକୁ ଯାଇ ପଚରାଉଚୁରା କରିବା ସହ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ବିଶ୍ବାସ ରଖିଥିବା ବ୍ୟାଙ୍କ ପରିଚାଳକ ତଦନ୍ତକୁ ସ୍ୱାଗତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ