କୋରାପୁଟ: ନୟାଗଡ଼ର 5 ବର୍ଷ ଝିଅ ‘ପରି’କୁ ନ୍ୟାୟ ଦେବା ପାଇଁ କୋରାପୁଟରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ପକ୍ଷରୁ ବିକ୍ଷୋଭ । ତେବେ ଯେବେ ପର୍ଯ୍ୟନ୍ତ ଅରୁଣ ସାହୁ ମନ୍ତ୍ରୀ ପଦରେ ରହିଛନ୍ତି, ସେତେଦିନ ପର୍ଯ୍ୟନ୍ତ ନୟାଗଡ଼ର କୁନି ଝିଅ ପରୀ ଏବଂ ତା ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ଓ ମୃତ୍ୟୁର ନ୍ୟାୟ ମିଳିପାରିବ ନାହିଁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସ୍ତରୀୟ ସଦସ୍ୟା ସ୍ମୃତିସୁଧା ସାହୁ ମତ ରଖିଛନ୍ତି ।
ପରୀକୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ - ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ
ନୟାଗଡ଼ର 5 ବର୍ଷ ଝିଅ ‘ପରି’କୁ ନ୍ୟାୟ ଦେବା ପାଇଁ କୋରାପୁଟରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ପକ୍ଷରୁ ବିକ୍ଷୋଭ । ରାଜ୍ୟରେ ମହିଳା ସୁରକ୍ଷା ବିଗିଡି ଯାଇଥିବାର ଅଭିଯୋଗ କରି ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦାବି ଜଣାଇଛି ଏବିଭିପି । ଅଧିକ ପଢନ୍ତୁ...

ପରିକୁ ନ୍ୟାୟ ଦାବି ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ
ପରିକୁ ନ୍ୟାୟ ଦାବି ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ
କୋରାପୁଟ ଜଗନ୍ନାଥ ମନ୍ଦିର ଛକରେ ଆୟୋଜିତ ଏକ ପ୍ରତିବାଦ ସଭାରେ ପରିଷଦର ସଦସ୍ୟ ରାଜ୍ୟରେ ମହିଳା ସୁରକ୍ଷା ବିଗିଡି ଯାଇଥିବାର ଅଭିଯୋଗ କରି ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ