କୋରାପୁଟ: ଜୟପୁରର ପ୍ରସାଦରାଓପେଟା ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ପୋଲିସ ହାତରେ ପାଞ୍ଚଜଣ ଯୁବକ ଧରାପଡିଛନ୍ତି । ସହରର ସତୀଗୁଡା ଡ୍ୟାମ ଛକରେ ଏହି ପାଞ୍ଚଜଣ ଡକାୟତିର ଯୋଜନା କରୁଥିବା ସମୟରେ ଟର୍ଚ୍ଚ ଲାଇଟ, ଲଙ୍କାଗୁଣ୍ଡ, ଗୋଟିଏ ଖଣ୍ଡା ଓ ତିନୋଟି ଲୁହାରଡ଼ ଜବତ ହୋଇଛି ।
ଡକାୟତି ଯୋଜନା ହେଲା ପଣ୍ଡ: 5 ଗିରଫ, ଖଣ୍ଡା ସମେତ ଲୁହାରଡ ଜବତ - robbery plan jaipur
ଜୟପୁରର ପ୍ରସାଦରାଓପେଟା ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ପୋଲିସ ହାତରେ ପାଞ୍ଚଜଣ ଯୁବକ ଧରାପଡିଛନ୍ତି । ଅଧିକ ଖବର ପଢନ୍ତୁ...
![ଡକାୟତି ଯୋଜନା ହେଲା ପଣ୍ଡ: 5 ଗିରଫ, ଖଣ୍ଡା ସମେତ ଲୁହାରଡ ଜବତ ଡକାୟତି ଯୋଜନା ହେଲା ପଣ୍ଡ; 5 ଜଣ ଗିରଫ](https://etvbharatimages.akamaized.net/etvbharat/prod-images/768-512-8567359-thumbnail-3x2-ppjpeg.jpg)
ଡକାୟତି ଯୋଜନା ହେଲା ପଣ୍ଡ; 5 ଜଣ ଗିରଫ
ଡକାୟତି ଯୋଜନା ହେଲା ପଣ୍ଡ; 5 ଜଣ ଗିରଫ
ସେପଟେ ଗିରଫ ଯୋଜନା କରୁଥିବା ଏହି 5 ଜଣଙ୍କୁ ପୋଲିସ ଗିରଫ କରିଥିବା ଜୟପୁର ଟାଉନଥାନା ଅଧିକାରୀ ଏକ ପ୍ରେସମିଟରେ ଜଣାଇଛନ୍ତି । ସମସ୍ତ ଯୁବକ ଜୟପୁର ସହରାଞ୍ଚଳରେ ବାସିନ୍ଦା ବୋଲି ଜଣାପଡିଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ