ଓଡିଶା

odisha

ETV Bharat / state

4 ବର୍ଷର ଝିଅକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

କୋରୋପୁଟରେ ପୁଣି ଘଟିଲା ଅମାନବୀୟ ଘଟଣା । 4 ବର୍ଷ ଶିଶୁକୁ ଦୁଷ୍କର୍ମ କରି ଫେରାର ମାରିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ...

By

Published : May 19, 2020, 11:06 PM IST

4 year girl raped in koraput's gaudaguda
4 ବର୍ଷର ଝିଅକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

କୋରୋପୁଟ: ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ନିକଟସ୍ଥ ଗୌଡ଼ଗୁଡା ଗ୍ରାମରେ ଘୃଣ୍ୟ ଘଟଣା । ଚାରିବର୍ଷର ଝିଅକୁ କେହି ଜଣେ ଦୁଷ୍କର୍ମ କରି ମୁମୂର୍ଷୁ ଅବସ୍ଥାରେ ଛାଡି ଚାଲିଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି ।

ଅଭିଯୁକ୍ତ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନଥିବା ବେଳେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଝିଅଟିର ଚିକିତ୍ସା ଆରମ୍ଭ ହୋଇଛି । ଫରେନସିକ ଦଳ ସହ ପୋଲିସ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details