ଓଡିଶା

odisha

ETV Bharat / state

ସରକାରୀ ଜନସମ୍ପର୍କ ବିଦ୍ୟାଳୟ ଓ ଅନ୍ତର୍ଜାତୀୟ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ଜନ ସମ୍ପର୍କ ବିଦ୍ୟାଳୟ ଏବଂ ଆନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ଭୁବନେଶ୍ବର ଜାଭିଅର ବିଶ୍ବବିଦ୍ୟାଳୟରେ ନୂତନ ସରକାରୀ ଜନ ସମ୍ପର୍କ ବିଦ୍ୟାଳୟ ଏବଂ ଆନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ...

xavier-school-bbsr-school-of-government-and-public-affairs-and-international-centre-innaguration-by-cm-navin-pattnaik
ଜାଭିଅର ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

By

Published : Feb 5, 2020, 9:29 PM IST

ଖୋର୍ଦ୍ଧା: ନୂତନ ସରକାରୀ ଜନ ସମ୍ପର୍କ ବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାଜ୍ୟ ବଜେଟର 14 ପ୍ରତିଶତ ଅର୍ଥ ଉଚ୍ଚଶିକ୍ଷା ପାଇଁ ବିନିଯୋଗ କରାଯାଉଛି ବୋଲି ଏହି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ । ଏହାସହ ଦେଶରେ ଓଡିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଆଦର୍ଶ ରାଜ୍ୟ ଭାବେ ପରିଗଣିତ ହୋଇଥିବା ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିବା ସହ 5T ମନ୍ତ୍ରକୁ ଦୋହରାଇଥିଲେ ।

ଜାଭିଅର ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ଭୁବନେଶ୍ବର ଜାଭିଅର ବିଶ୍ବବିଦ୍ୟାଳୟରେ ନୂତନ ସରକାରୀ ଜନସମ୍ପର୍କ ବିଦ୍ୟାଳୟ ଓ ଅନ୍ତର୍ଜାତୀୟ ସେଣ୍ଟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ଜାଭିଅର ବିଶ୍ବବିଦ୍ୟାଳୟର ଉପକୁଳପତି ଆର. ୟୁଭରି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details