ଓଡିଶା

odisha

By

Published : May 22, 2022, 7:59 AM IST

Updated : May 22, 2022, 8:56 AM IST

ETV Bharat / state

ଜୁଆଆଡ୍ଡା ଚଢାଉକୁ ନେଇ ମହିଳାଙ୍କ ହାଇଡ୍ରାମା, ପୋଲିସ ସହ କଥା କଟାକଟି

ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ । ଘଟଣାରେ 24 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାକୁ ବିରୋଧ କରି ଥାନା ସମ୍ମୁଖରେ ମହିଳାଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Women high drama in front of Balipatna police station
ଜୁଆ ଆଡ୍ଡା ଉପରେ ଚଢାଉ ବେଳେ 24 ଗିରଫ, ଥାନା ଆଗରେ ମହିଳାଙ୍କ ପ୍ରତିବାଦ

ନିଆଳି: ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ । ଘଟଣାରେ 24 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାକୁ ବିରୋଧ କରି ଥାନା ସମ୍ମୁଖରେ ମହିଳାଙ୍କ ପ୍ରତିବାଦ ଦେଖିବାକୁ ମିଳିଛି ।

ଜୁଆଆଡ୍ଡା ଚଢାଉକୁ ନେଇ ମହିଳାଙ୍କ ହାଇଡ୍ରାମା, ପୋଲିସ ସହ କଥା କଟାକଟି

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ୍ବ ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଫଳରେ ବାଲିପାଟଣା ପୋଲିସ ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଥାନା ପରିସରରେ ମହିଳାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ 'ମୋ ସ୍ବାମୀ ନିର୍ଦ୍ଦୋଷ ପୋଲିସ କାହିଁକି ଗିରଫ କଲା' । ତାଙ୍କ ଗିରଫଦାରୀକୁ ନେଇ ଥାନା ସମ୍ମୁଖରେ ମହିଳାଙ୍କ ପ୍ରତିବାଦ ଦେଖିବାକୁ ମିଳିଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : May 22, 2022, 8:56 AM IST

ABOUT THE AUTHOR

...view details