ଓଡିଶା

odisha

ETV Bharat / state

ବାରହା ଆକ୍ରମଣରେ ତିନି ଗୁରୁତର - wild boar attack 3 persons in khurda

ବାରହା ଆକ୍ରମଣରେ ତିନି ଗୁରୁତର। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

wild boar attack 3 persons in khurda
ବାରହା ଆକ୍ରମଣରେ ତିନି ଗୁରୁତର

By

Published : Feb 17, 2020, 5:46 PM IST

ଖୋର୍ଦ୍ଧା:ଖୋର୍ଦ୍ଧା ଗୁଡୁମରେ ବାରହା ଆକ୍ରମଣରେ ତିନି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ବିଚିତ୍ର ନନ୍ଦ ମହାରଣା ଓ ଗୌରାଙ୍ଗ ବେହେରା ।

ବାରହା ଆକ୍ରମଣରେ ତିନି ଗୁରୁତର

ସେମାନଙ୍କ ମଧ୍ୟରେ ଜଣ ଚାରି ବର୍ଷର ଶିଶୁକନ୍ୟା ଦିବ୍ୟଞ୍ଜଳି ମହାରଣା ମଧ୍ୟ ରହିଛନ୍ତି । ସୂଚନା ଅନୁସାରେ ଖାଦ୍ୟ ଅନ୍ବେଷଣରେ ବାରହା ଘର ଭିତରକୁ ଆସି ଏମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details