ଓଡିଶା

odisha

ETV Bharat / state

ଆବାସ ଯୋଜନା ଚୟନରେ ଅନିୟମିତତା ଅଭିଯୋଗ - undefined

ଆବାସ ଯୋଜନା ଚୟନରେ ଅନିୟମିତତା ଅଭିଯୋଗ। ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

villagers meets  khurda collector
ଆବାସ ଯୋଜନା ଚୟନରେ ଅନିୟମିତତା

By

Published : Feb 12, 2020, 10:11 PM IST


ଖୋର୍ଦ୍ଧା:ଆବାସ ଯୋଜନା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗରିବ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ପକ୍କା ଘର ଯୋଗାଇ ଦେବାକୁ ଅନେକ ଯୋଜନା କରୁଛନ୍ତି । ହେଲେ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ପଞ୍ଚାୟତରେ ଏହି ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏଠାରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଥିବା ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଆବାସ ଯୋଜନା ଚୟନରେ ଅନିୟମିତତା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details