ଖୋର୍ଦ୍ଧା: ଧରାପଡିଲେ ଦୁଇ ଲୁଟେରା । ଲୋକଙ୍କ ହାବୁଡରେ ପଡି ଖାଇଲେ ନିର୍ଦ୍ଧୁମ ମାଡ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ସିଆଳିଆ ଅଞ୍ଚଳରେ ଦୁଇ ଲୁଟେରାଙ୍କୁ ମାଡ ମାରାଯାଇଥିବା ଏହି ଭିଡିଓଟି ଭାଇରାଲ ହୋଇଛି ।
ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରଲ - ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ
ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ସିଆଳିଆ ଅଞ୍ଚଳରେ ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ । ଲୁଟ କରି ପଳାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ ଲୁଟେରା । ଅଧିକ ପଢନ୍ତୁ...
![ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରଲ ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରଲ](https://etvbharatimages.akamaized.net/etvbharat/prod-images/768-512-7037805-603-7037805-1588480343389.jpg)
ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରଲ
ଖୁଣ୍ଟିରେ ବାନ୍ଧି ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରଲ
ଗତ ଶନିବାର 2 ଜଣ ଲୁଟେରା ସିଆଳିଆ ରାସ୍ତାରେ ଯାଉଥିବା ଦୁଇ ଭଉଣୀଙ୍କ ଠାରୁ ସୁନା ଚେନ ଲୁଟ କରି ପଳାଉଥିଲେ । ହଠାତ ଗ୍ରାମବାସୀଙ୍କ ହାବୁଡରେ ପଡିଗଲେ । ଏହା ପରେ ଗ୍ରାମବାସୀ ଦୁଇ ଜଣକୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଖବର ପାଇ ପୋଲିସ 2 ଲୁଟେରାଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ ମାଡ ମରାଯିବା ଭିଡିଓ ସୋସିଆଲ ମିଡିଆେ ଘୂରି ବୁଲୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ