ଭୁବନେଶ୍ବର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ 1462 ଜଣ ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 2 ଲକ୍ଷ 80 ହଜାର 553 ରେ ପହଞ୍ଚିଛି ।
ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 1462 - 1462 ଆରୋଗ୍ୟ ହେଲେ ରାଜ୍ୟରେ
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ଆଉ 1462 ଜଣ ଆକ୍ରାନ୍ତ । ସର୍ବାଧିକ ସୁସ୍ଥ ଖୋର୍ଦ୍ଧା ଜିଲ୍ଲାରୁ । ପଢନ୍ତୁ ଅଧିକ....
ଆଜି 30 ଜିଲ୍ଲାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 173, କଟକରେ 128, କେନ୍ଦ୍ରାପଡାରେ 104, ସୁନ୍ଦରଗଡ 77, ଅନୁଗୁଳରେ 72, ବଲନଗିରିରେ 65, ପୁରୀରେ 56, ବାଲେଶ୍ବରରେ 54, ଝରସୁଗୁଡ଼ାରେ 54, ବରଗଡରେ 53, ଜଗତସିଂହପୁରରେ 53, ନବରଙ୍ଗପୁରରେ 47, ଯାଜପୁରରେ 42, ମୟୁରଭଞ୍ଜରେ 42, କେନ୍ଦୁଝରରେ 41, ଗଂଜାମରେ 39, ନୂଆପଡାରେ 36, କଳାହାଣ୍ଡିରେ 34, ବୌଦ୍ଧରେ 32, ସମ୍ବଲପୁରରେ 32, ମାଲକ୍ନଗିରିରରେ 27, ଭଦ୍ରକରେ 25, କୋରାପୁଟରେ 24, ନୟାଗଡରେ 24, ଦେଓଗଡରେ 16, ଢେଙ୍କନାଳରେ 15, କନ୍ଧମାଳରେ 15, ସୋନପୁରରେ 15, ଗଜପତିରେ 7, ଷ୍ଟେଟ ପୋଲରେ 60 ଜଣ ଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ବିକାସ ଦାସ, ଇଟିଭି ଭାରତ