ଖୋର୍ଦ୍ଧା:ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କୋରୋନା ପାଇଁ ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏହି କଟକଣାରେ ଗାଁ ଠାରୁ ସହରରେ ସବୁଠି ଲାଗୁ କରାଯାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପରିବା ହାଟରେ କଟକଣା ସତ୍ତ୍ବେ ଶହ ଶହ ଲୋକମାନେ ମେଳ ହେଉଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ଚେଇଁ ଉଠିଛି ପ୍ରଶାସନ ।
ଲକ୍ଡାଉନ୍: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ - ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ
ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କଣ୍ଟାବାଡ଼ରେ ସାପ୍ତାହିକ ହାଟ ଥିବା ବେଳେ ପ୍ରଶାସନ ପହଞ୍ଚି ବ୍ୟବସାୟୀ ମାନଙ୍କୁ ଦୂରତା ଅବଲମ୍ବନ କରି ବ୍ୟବସାୟ କରିବାକୁ ଦେଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ....
ଇଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ
କଣ୍ଟାବାଡ଼ରେ ମଙ୍ଗଳବାର ସାପ୍ତାହିକ ହାଟ ଥିବା ବେଳେ ପ୍ରଶାସନ ପହଞ୍ଚି ବ୍ୟବସାୟୀ ମାନଙ୍କୁ ଦୂରତା ଅବଲମ୍ବନ କରି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
TAGGED:
etvbharat impact