ଖୋର୍ଦ୍ଧା:କୋରୋନା ଛଡାଇ ନେଲା ପଥରଶିଳ୍ପୀଙ୍କ ବେଉସା । ଦୋହଲାଇ ଦେଇଛି ଜୀବନ ଜୀବିକା । ନୀରବି ଯାଇଛି ନିହଣ ଓ ହାତୁଡିର ଠକଠକ ଶବ୍ଦ । ଲକଡାଉନ ଯୋଗୁଁ କାମ ମିଳୁ ନ ଥିବାରୁ ହାତ ବାନ୍ଧି ଘରେ ବସିଛନ୍ତି ଖୋର୍ଦ୍ଧାରେ ପଥରଶିଳ୍ପୀ ।
କୋରୋନା ଛଡାଇ ନେଲା ପଥର ଶିଳ୍ପୀଙ୍କ ବେଉସା - ପଥର ଶିଳ୍ପୀ
କୋରୋନା ଛଡାଇ ନେଲା ପଥର ଶିଳ୍ପୀଙ୍କ ବେଉସା । ଦୁର୍ଦ୍ଦିନରେ ପଥର ଶିଳ୍ପୀଙ୍କ ପରିବାର । କାମ ନ ଥିବାରୁ ମିଳୁନି ଅର୍ଥ । ଅଧିକ ପଢନ୍ତୁ...

କୋରୋନା ଛଡାଇ ନେଲା ପଥର ଶିଳ୍ପୀଙ୍କ ବେଉସା
କୋରୋନା ଛଡାଇ ନେଲା ପଥର ଶିଳ୍ପୀଙ୍କ ବେଉସା
ସେପଟେ ଏହି ମହାମାରୀ ପାଇଁ ଶିଳ୍ପୀଙ୍କ ପରିବାର ଦୁର୍ଦ୍ଦିନରେ ଚଳୁଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : May 3, 2020, 9:53 AM IST