ଓଡିଶା

odisha

ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ

ଅଗଷ୍ଟ ୫ ତାରିଖ ପୁଣ୍ୟ କ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମି ପୂଜନ ଓ ଶିଳାନ୍ୟାସ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଓଡିଶାର ବିଭିନ୍ନ ଧାର୍ମିକ ସ୍ଥଳୀରୁ ମୃତ୍ତିକା ଓ ପୁଣ୍ୟ ନଦୀ ମାନଙ୍କରୁ ଜଳ ସଂଗ୍ରହ କରି ଭକ୍ତି ଭାବନାର ସହିତ ଭୂମି ପୂଜନ ସ୍ଥଳକୁ ପ୍ରେରଣ କରୁଛି । ଅଧିକ ପଢନ୍ତୁ..

By

Published : Jul 30, 2020, 7:09 PM IST

Published : Jul 30, 2020, 7:09 PM IST

ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ
ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ

ଖୋର୍ଦ୍ଧା: ଆସନ୍ତା ଅଗଷ୍ଟ ୫ ତାରିଖ ପୁଣ୍ୟ କ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମି ପୂଜନ ଓ ଶିଳାନ୍ୟାସ ଅନୁଷ୍ଠିତ ହେବ । ଭବ୍ୟ ମନ୍ଦିରର ଭୂମି ପୂଜନ ନିମନ୍ତେ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଓଡିଶାର ବିଭିନ୍ନ ଧାର୍ମିକ ସ୍ଥଳୀରୁ ମୃତ୍ତିକା ଓ ପୁଣ୍ୟ ନଦୀ ମାନଙ୍କରୁ ଜଳ ସଂଗ୍ରହ କରି ଭକ୍ତି ଭାବନାର ସହିତ ଭୂମି ପୂଜନ ସ୍ଥଳକୁ ପ୍ରେରଣ କରାଯାଉଛି ।

ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ

ଏହି ପରିପ୍ରେକ୍ଷୀରେ ଗୁରୁବାର ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଜଟଣୀ ଶାଖାର କାର୍ଯ୍ୟକର୍ତ୍ତା ବୃନ୍ଦ ଜଟଣୀର ଅଧିଷ୍ଠାତ୍ରୀ ଦେବୀ ମା ଜଟିଆଣିଙ୍କ ପୀଠରୁ ମୃତ୍ତିକା ଓ ପୁଣ୍ୟ ଦୟାନଦୀରୁ ଜଳ ସଂଗ୍ରହ କରି ଅଯୋଧ୍ୟାକୁ ପ୍ରେରଣ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details