ଓଡିଶା

odisha

ETV Bharat / state

ଗଛ କଟାକୁ କେନ୍ଦ୍ର କରି ଦୁଇ ପରିବାର ମଧରେ ଖଣ୍ଡ ଯୁଦ୍ଧ - ଗୁଡୁମ ଠାରେ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୁଡୁମ ଠାରେ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ ଘଟି ଦୁଇ ପରିବାରରେ ତିନି ଜଣ ଆହତ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ...

ଗଛ କଟାକୁ କେନ୍ଦ୍ରକରି ଦୁଇ ପରିବାର ମଧରେ ଖଣ୍ଡ ଯୁଦ୍ଧ
ଗଛ କଟାକୁ କେନ୍ଦ୍ରକରି ଦୁଇ ପରିବାର ମଧରେ ଖଣ୍ଡ ଯୁଦ୍ଧ

By

Published : Dec 17, 2020, 9:07 PM IST


ଖୋର୍ଦ୍ଧା :ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଗୁଡୁମ ଠାରେ ଦୁଇ ପରିବାର ଭିତରେ ଖଣ୍ଡଯୁଦ୍ଧ ଘଟି ଦୁଇ ପରିବାରରେ ତିନି ଜଣ ଆହତ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଛି ।

ଗଛ କଟାକୁ କେନ୍ଦ୍ରକରି ଦୁଇ ପରିବାର ମଧରେ ଖଣ୍ଡ ଯୁଦ୍ଧ

ସମ୍ପୂର୍ଣ୍ଣ ଘଟଣା ଅନୁସାରେ ଦୁଇ ପରିବାର ଜମି ସୀମାରେ ଥିବା ଏକ ଗଛ କଟାକୁ କେନ୍ଦ୍ରକରି ଆଜି ପ୍ରଥମେ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ହଣାକଟା ପରିସ୍ଥିତି । ତେବେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଅଟକାଇବା ସହିତ ଗୋଟିଏ ପରିବାରର ଦୁଇଜଣ ଓ ଅନ୍ୟ ପରିବାରର ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details