ଓଡିଶା

odisha

ETV Bharat / state

Jajpur goods train Mishap: ୧୫ ଟ୍ରେନ ବାତିଲ ଓ ଅନେକ ଟ୍ରେନର ଦିଗ ପରିବର୍ତ୍ତନ - କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା

କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ୧୫ଟି ଟ୍ରେନ ବାତିଲ । ଅଧିକ ପଢନ୍ତୁ

Jajpur goods train Mishap: ୧୫ ଟ୍ରେନ ବାତିଲ ଓ ଅନେକ ଟ୍ରେନର ଦିଗ ପରିବର୍ତ୍ତନ
Jajpur goods train Mishap: ୧୫ ଟ୍ରେନ ବାତିଲ ଓ ଅନେକ ଟ୍ରେନର ଦିଗ ପରିବର୍ତ୍ତନ

By

Published : Nov 21, 2022, 5:45 PM IST

ଭୁବନେଶ୍ବର: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଏନେଇ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ଭଦ୍ରକ-କପିଳାସ ରୋଡ ରେଳ ବିଭାଗର କୋରାଇ ଷ୍ଟେସନରେ ଦୁର୍ଘଟଣା ଯୋଗୁଁ ଟ୍ରେନ ଗୁଡିକ ବାତିଲ ଓ ଆଂଶିକ ବାତିଲ ସହ ଅନେକ ଟ୍ରେନକୁ ଦିଗ ପରିବର୍ତ୍ତନ କରାଯାଇଛି । ସେଗୁଡିକ ହେଲା:-

ବାତିଲ ଟ୍ରେନ

1. 12073 ହାୱରା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ

2. 12277 ହାୱରା-ପୁରୀ ଶତାବ୍ଦୀ ଏକ୍ସପ୍ରେସ

3. 12821 ଶାଲିମାର-ପୁରୀ ଏକ୍ସପ୍ରେସ

4. 12822 ପୁରୀ-ଶାଲିମାର ଏକ୍ସପ୍ରେସ

5. 18045 ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ

6. 08454/08453 କଟକ-ଭଦ୍ରକ-କଟକ ପାସେଞ୍ଜର

7. 08441/08442 ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର

8. 08412 ଭୁବନେଶ୍ବର-ବାଲେଶ୍ଵର ପାସେଞ୍ଜର

9. 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର

10. 22863 ବାଙ୍ଗାଲୋର ଏକ୍ସପ୍ରେସ ହାୱାର ଛାଡିବା ବାତିଲ ହୋଇଛି

11. 22841 ସାନ୍ତ୍ରାଗାଚି- ଟାମ୍ବରମ ଏକ୍ସପ୍ରେସ

12. 18037 ଖଡଗପୁର –ଯାଜପୁର କେଉଁଝର ଏକ୍ସପ୍ରେସ

13. 18038 ଯାଜପୁର କେଉଁଝର – ଖଡଗପୁର ଏକ୍ସପ୍ରେସ

14. 08031/08031 ବାଲେଶ୍ଵର -ଭଦ୍ରକ-ବାଲେଶ୍ଵର ପାସେଞ୍ଜର

15. 18022 ଖୋର୍ଦ୍ଧା ରୋଡ୍- ଖଡଗପୁର ଏକ୍ସପ୍ରେସ ।

କିଛି ଅଂଶରେ ଟ୍ରେନର ବାତିଲ୍
1. 12074 ଭୁବନେଶ୍ବର- ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁର ଠାରୁ ହାୱଡା ମଧ୍ୟରେ ବାତିଲ ରହିବ ।

2. 12278 ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ଯ୍ୟନ୍ତ ଚାଲିବ ଏବଂ ଯାଜପୁରରୁ ହାୱଡା ମଧ୍ୟରେ ବାତିଲ ରହିବ ।

3. 08411 ବାଲେଶ୍ଵର -ଭୁବନେଶ୍ବର ପାସେଞ୍ଜେର କେନ୍ଦୁଝର ପର୍ଯ୍ୟନ୍ତ ଚାଲିବ ଏବଂ କେନ୍ଦୁଝର ରୁ ଭୁବନେଶ୍ବର ମଧ୍ୟରେ ବାତିଲ ରହିବ ।

4. 18021 ଖଡଗପୁର –ଖୋର୍ଦ୍ଧା ଏକ୍ସପ୍ରେସ ଖନ୍ତାପଡା ପର୍ଯ୍ୟନ୍ତ ଚାଲିବ ଏବଂ ଖନ୍ତାପଡା ରୁ ଭୁବନେଶ୍ବର ମଧ୍ୟରେ ବାତିଲ ରହିବ ।

5. 12891 ବାଙ୍ଗିରିପୋସି-ଭୁବନେଶ୍ବର ଏକ୍ସପ୍ରେସ ସୋରୋ ପର୍ଯ୍ୟନ୍ତ ଚାଲିବ ଏବଂ ସୋରୋ ରୁ ଭୁବନେଶ୍ବର ମଧ୍ୟରେ ବାତିଲ ରହିବ ।

6. 12892 ଭୁବନେଶ୍ବର-ବାଙ୍ଗିରିପୋସି ଏକ୍ସପ୍ରେସ ସୋରୋରୁ ବାଙ୍ଗିରିପୋସି ଆଡକୁ ଆସିବ ଏବଂ ଭୁବନେଶ୍ବର ଏବଂ ସୋରୋ ମଧ୍ୟରେ ବାତିଲ ହୋଇ ରହିବ ।

ଟ୍ରେନର ବିଭାଜନ:

1. 18046 ହାଇଦ୍ରାବାଦ-ଶାଲିମମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଜଖପୁରା-ଟାଟା ମଧ୍ୟରେ ହେବ ଡାଇଭର୍ଟ ।
2. 18477 ପୁରୀ- ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅନୁଗୋଳ -ସମ୍ବଲପୁର ଟାଉନ –ଝାରସୁଗୁଡା ଦେଇ କରିବ ଚଳାଚଳ ।
3. 22852 ବାଙ୍ଗାଲୋର-ସନ୍ତ୍ରରାଗାଚି ଏକ୍ସପ୍ରେସ ଜଖପୁରା -ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
4. 22641 ତ୍ରିଭେଣ୍ଡ୍ରରମ୍-ଶାଲିମାର ଏକ୍ସପ୍ରେସ ଜଖପୁର -ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
5. 12704 ସିକନ୍ଦରାବାଦ -ହାୱଡା ଫାଲକନାମା ଏକ୍ସପ୍ରେସ ଅନୁଗୁଳ -ସମ୍ବଲପୁର ଟାଉନ – ଝାରସୁଗୁଡା ମାଧ୍ୟମରେ ସ୍ଥାନାନ୍ତରିତ ହେବ ।
6. 20890 ତିରୁପତି- ହାୱଡା ଏକ୍ସପ୍ରେସ ଅନୁଗୁଳ -ସମ୍ବଲପୁର ଟାଉନ –ଝାରସୁଗୁଡା ମାଧ୍ୟମରେ ସ୍ଥାନାନ୍ତରିତ ହେବ ।
7. 12246 ବାଙ୍ଗାଲୋର- ହାୱଡା ଦୁରନ୍ତ ଏକ୍ସପ୍ରେସ ଅନୁଗୁଳ –ସମ୍ବଲପୁର –ଝାରସୁଗୁଡା ମାଧ୍ୟମରେ ସ୍ଥାନାନ୍ତରିତ ହେବ ।
8. 12864 ବାଙ୍ଗାଲୋର-ହାୱଡା ଏକ୍ସପ୍ରେସ ଜଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
9. 22305 ବାଙ୍ଗାଲୋର-ଜସିଡିହ ଏକ୍ସପ୍ରେସ ଜଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
10. 22808 ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ ଜଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
11. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଜଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
12. 12815 ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ ଜଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ।
13. 15906 ଦିବ୍ରୁଗଡ-କନ୍ୟାକୁମାରୀ ହିଂଜିଳି -ଟାଟା-ନୟାଗଡ଼-ଜଖପୁରା ମାଧ୍ୟମରେ ବିଭକ୍ତ ହେବ ।
14. 12703 ହାୱଡା-ସିକନ୍ଦରବାଦ ଫାଲକନାମା ଏକ୍ସପ୍ରେସ ଖଡଗପୁର -ଟାଟା-ନୟାଗଡ଼-ଜଖପୁରା ମାଧ୍ୟମରେ ସ୍ଥାନାନ୍ତରିତ ହେବ ।
15. 12876 ଆନନ୍ଦବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ଟାଟା-ନୟାଗଡ଼-ଜଖପୁରା ମାଧ୍ୟମରେ ଡାଇଭର୍ଟ ହେବ ।
16. 22605 ପୁରିଲିଆ-ଭିଲୁପୁରମ୍ ଏକ୍ସପ୍ରେସ୍ ଖଡଗପୁର -ଟାଟା-ନୟାଗଡ଼-ଜଖପୁରା ଦେଇ ସ୍ଥାନାନ୍ତରିତ ହେବ ।
17. 18449 ପୁରୀ-ପାଟନା ବୈଦ୍ୟନାଥଧାମ ଏକ୍ସପ୍ରେସକୁ ଜଖପୁରା-ଜାରୋଲି-ଟାଟା-ଖଡଗପୁର –ମେଦିନପୁର ଦେଇ ସ୍ଥାନାନ୍ତର କରାଯିବ ।
18. 18048 ଭାସ୍କୋ-ଡା-ଗାମା – ଶାଳିମାର ଏକ୍ସପ୍ରେସ କଟକ-ଅନୁଗୁଳ -ସମ୍ବଲପୁର ଟାଉନ –ଝାରସୁଗୁଡା ମାଧ୍ୟମରେ ସ୍ଥାନାନ୍ତରିତ ହେବ ।
19. 12840 ଚେନ୍ନାଇ-ହାୱଡା ଏକ୍ସପ୍ରେସ କଟକ-ଅନୁଗୁଳ -ସମ୍ବଲପୁର ଟାଉନ- ଝାରସୁଗୁଡା ମାଧ୍ୟମରେ ଡାଇଭର୍ଟ ହେବ ।
20. 12841 ଶାଳିମାର-ହାୱଡା କରମଣ୍ଡଳ ଏକ୍ସପ୍ରେସ ଖଡଗପୁର -ଟାଟା-ଝାରସୁଗୁଡା -ସମ୍ବଲପୁର ସିଟି-କଟକ ମାଧ୍ୟମରେ ଡାଇଭର୍ଟ ହେବ ।
21. 18477 ପୁରୀ- ଋଷିକେଶ ଝାରସୁଗୁଡା ପରିବର୍ତ୍ତେ ସମ୍ବଲପୁର ସିଟି-ଝାରସୁଗୁଡା ରୋଡ -ଆଇବି ମାଧ୍ୟମରେ ଡାଇଭର୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details