ଭୁବନେଶ୍ବର: କେନ୍ଦ୍ର ସରକାର 2019-20 ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି । ଚଳିତ ବର୍ଷର ବଜେଟ ଉପରେ ମତ ଦେଇଛନ୍ତି ଫାଇନାନ୍ସିଆଲ ଏକ୍ସପର୍ଟ ତ୍ରିନାଥ ଲେଙ୍କା । ଦେଖନ୍ତୁ ସେ କଣ କହୁଛନ୍ତି ।
ବଜେଟରେ ଆଗତ ଅର୍ଥ ବାଟମାରଣା ନହେଉ: ଫାଇନାନ୍ସିଆଲ ଏକ୍ସପର୍ଟ
ବଜେଟ ଉପରେ ମତ ଦେଇଛନ୍ତି ଫାଇନାନ୍ସିଆଲ ଏକ୍ସପର୍ଟ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ