ଓଡିଶା

odisha

ଭୁବନେଶ୍ବରରୁ ଫେରୁଥିଲେ ଭାଇ ଭଉଣୀ, ଚାପିଦେଲା ଟ୍ରକ

By

Published : May 30, 2020, 2:27 PM IST

ଭାଇଭଉଣୀ ସ୍କୁଟି ଯୋଗେ ଭୁବନେଶ୍ବରରୁ ନିଜ ଘର ବ୍ରଜମୋହନପୁର ଫେରୁଥିବା ବେଳେ ଟ୍ରକ ଚଢିଯାଇଛି । ଭଉଣୀ ବୈଜୟନ୍ତୀ ବରାଳଙ୍କୁ ମୃତ ଘୋଷଣା କରିଛି ଡାକ୍ତର ।

୧୬ନଂNHରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭଉଣୀ ମୃତ ଭାଇ ଗୁରୁତର
୧୬ନଂNHରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭଉଣୀ ମୃତ ଭାଇ ଗୁରୁତର

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳ ଅଫିସ ନିକଟରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଆହତ ହୋଇଛି ।

୧୬ନଂNHରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭଉଣୀ ମୃତ ଭାଇ ଗୁରୁତର

ଭାଇଭଉଣୀ ହୋଣ୍ଡା ଆକ୍ଟିଭା ଯୋଗେ ଭୁବନେଶ୍ବରରୁ ନିଜଘର ବ୍ରଜମୋହନପୁର ଫେରୁଥିବା ବେଳେ ଟ୍ରକ ଚଢିଯାଇଥିଲା । ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀ 2ଜଣଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଭଉଣୀ ବୈଜୟନ୍ତୀ ବରାଳଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details