ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଗୋଳବାଇ ଛକ ନିକଟରେ ଟ୍ରକ ବାଇକ ମୁଁହାମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ୍ୟୁ । ମୃତକ ଜଣକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଣିଆଟାଙ୍ଗିର ଅଧିକାରୀ ମହାପାତ୍ର ବୋଲି ଜଣା ପଡ଼ିଛି । ତେବେ ୧୬ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡି ଚଳାଚଳ କରୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ।
୧୬ନଂ ଜାତୀୟ ରାଜପଥରେ ଟ୍ରକ ବାଇକ ମୁଁହାମୁହିଁ ଧକ୍କା, ବାଇକ ଆରୋହୀ ମୃତ - ଖୋର୍ଦ୍ଧା
୧୬ ନଂ ଜାତୀୟ ରାଜପଥର ଗୋଳବାଇ ଛକ ନିକଟରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ ଆରୋହୀର ମୃତ୍ୟୁ । ଅଧିକ ପଢନ୍ତୁ...

୧୬ନଂ ଜାତୀୟ ରାଜପଥରରେ ଟ୍ରକ ବାଇକ ମୁଁହାମୁହିଁ ଧକ୍କା, ବାଇକ ଆରୋହୀ ମୃତ
୧୬ନଂ ଜାତୀୟ ରାଜପଥରରେ ଟ୍ରକ ବାଇକ ମୁଁହାମୁହିଁ ଧକ୍କା
ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଏବଂ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ