ଖୋର୍ଦ୍ଧା: ଡିଆରଡିଏ ସମ୍ମିଳନୀ କକ୍ଷରେ ବିଧାନସଭା ସଦାଚାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରିଛି ଏହି କମିଟି । ସଦାଚାର କମିଟିର ଅଧକ୍ଷ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଖୋର୍ଦ୍ଧାରେ ବିଧାନସଭା ସଦାଚାର କମିଟିର ସମୀକ୍ଷା ବୈଠକ - ବିଧାନସଭା ସଦାଚାର କମିଟିର ସମୀକ୍ଷା ବୈଠକ
ଡିଆରଡିଏ ସମ୍ମିଳନୀ କକ୍ଷରେ ବିଧାନସଭା ସଦାଚାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରିଛି ଏହି କମିଟି । ଅଧିକ ପଢନ୍ତୁ...
ଖୋର୍ଦ୍ଧାରେ ବିଧାନସଭା ସଦାଚାର କମିଟିର ସମୀକ୍ଷା ବୈଠକ
ଖୋର୍ଦ୍ଧାରେ ବିଧାନସଭା ସଦାଚାର କମିଟିର ସମୀକ୍ଷା ବୈଠକ
ଏହି କମିଟିରେ ରାଜ୍ୟର ବହୁ ବରିଷ୍ଠ ବିଧାୟକମାନେ ସାମିଲ ହୋଇ କୋଭିଡକୁ ସଫଳତାର ସହ ମୁକାବିଲା କରିଥିବା ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ଜିଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ