ଭୁବନେଶ୍ବର: ପୁରିଲା ମାସିକିଆ କଣ୍ଟା। କାଲି ମୁଖିଆଙ୍କୁ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ। ମାସକରେ କଣ କାମ କରିଛନ୍ତି ଆଉ କଣ ଯୋଜନା ରଖିଛନ୍ତି ତାର ହିସାବ ନେବେ ରାଜ୍ୟ ମୁଖିଆ । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ମନ୍ତ୍ରୀ।
ପଞ୍ଚମ ପାଳିରେ ପ୍ରଥମ ରିପୋର୍ଟ ଜୁଲାଇ 7ରେ ଦେଇଥିଲେ ମନ୍ତ୍ରୀ । କାଲି ଦେବେ ଦ୍ଵିତୀୟ ରିପୋର୍ଟ। ଏନେଇ ମଙ୍ଗଳବାର ସଚିବାଳୟରେ ମନ୍ତ୍ରୀ ଆସି ରିପୋର୍ଟ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।