ଓଡିଶା

odisha

ETV Bharat / state

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ଚାଲିଛି ରେଳପଥର ଆଧୁନିକୀକରଣ କାର୍ଯ୍ୟ, ଏସବୁ ଲାଇନରେ ଗଡିବନି ଟ୍ରେନ - ଟ୍ରେନ ସେବା ବାତିଲ

ରେଳପଥର ଆଧୁନିକୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ବାତିଲ ହୋଇଥିଲା ବେଳେ କେତେକଙ୍କ ଦିଗ ପରିବର୍ତ୍ତନ କରାଯାଇଛି । ଜାଣନ୍ତୁ କେଉଁ ଲାଇନରେ ବନ୍ଦ ରହିବ ଟ୍ରେନ ଚଳାଚଳ

ରେଳପଥର ଆଧୁନିକୀକରଣ କାର୍ଯ୍ୟ
ରେଳପଥର ଆଧୁନିକୀକରଣ କାର୍ଯ୍ୟ

By

Published : Aug 11, 2023, 11:42 AM IST


ଭୁବନେଶ୍ବର:ଦେଶର ରେଳପଥକୁ ଆହୁରି ସୁଦୃଢ କରିବା ଲାଗି ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।ଅଟୋ ସିଗନାଲିଂର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳ କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ । କାରଣ ବର୍ତ୍ତମାନର ଟ୍ରାକ ବ୍ୟବହାର କରି ସମାନ ପଥରେ ଅଧିକ ଟ୍ରେନ ଚଳାଚଳ କରାଯାଇପାରିବ । ଏହି ଆଧୁନିକୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ଟ୍ରେନର ଦିଗ ପରିବର୍ତ୍ତନ ହୋଇଛି । କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ ସିଗନାଲିଂ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନର୍ଗୁଣ୍ଡି-କଟକ-ଭୁବନେଶ୍ୱର ରେଳ ସେକ୍ସନରେ କିଛି ଟ୍ରେନସେବାକୁ ସାମୟିକ ଭାବରେ ବାତିଲ କରାଯାଇଛି ।

ଅଗଷ୍ଟ 12 ରୁ 14 ତାରିଖ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ୍:

18413/18414 ପାରାଦ୍ବୀପ-ପୁରୀ-ପାରାଦ୍ବୀପ ଏକ୍ସପ୍ରେସ
08413/08414 ତାଳଚେର-ପୁରୀ-ତାଳଚେର ପାସେଞ୍ଜର ସ୍ପେଶାଲ
08411/08412 ବାଲେଶ୍ବର-ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ
08415/08416 ଜଳେଶ୍ବର-ପୁରୀ-ଜଳେଶ୍ବର ପାସେଞ୍ଜର ସ୍ପେଶାଲ
08555/08556 ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ପାସେଞ୍ଜର ସ୍ପେଶାଲ
08445/08446 କଟକ-ପାରାଦ୍ବୀପ-କଟକ ପାସେଞ୍ଜର ସ୍ପେଶାଲ
08407/08408 କଟକ-ପାରାଦ୍ବୀପ-କଟକ ପାସେଞ୍ଜର ସ୍ପେଶାଲ
08453/08454 ଭଦ୍ରକ-କଟକ-ଭଦ୍ରକ ପାସେଞ୍ଜର ସ୍ପେଶାଲ

ଅଗଷ୍ଟରେ ଅନ୍ୟ ତାରିଖ ଗୁଡିକରେ ବାତିଲ୍ ହେବାକୁ ଥିବା ଟ୍ରେନ ଗୁଡ଼ିକ ହେଲା :

ଅଗଷ୍ଟ 11 ତାରିଖରେ ସାନ୍ତ୍ରାଗଛିରୁ 02837 ସାନ୍ତ୍ରାଗଛି-ପୁରୀ ଏକ୍ସପ୍ରେସ
12 ତାରିଖରେ ପୁରୀରୁ 02838 ପୁରୀ-ସାନ୍ତ୍ରାଗଛି ଏକ୍ସପ୍ରେସ
13 ତାରିଖରେ ବିଶାଖାପାଟନମରୁ 22810 ବିଶାଖାପାଟନମ ପାରାଦ୍ବୀପ ଏକ୍ସପ୍ରେସ
13 ତାରିଖରେ ଭଞ୍ଜପୁରରୁ 08011 ଭଞ୍ଜପୁର(ବାରିପଦା)-ପୁରୀ ସ୍ପେଶାଲ୍
11 ଓ 13 ତାରିଖରେ ପୁରୀରୁ 08012 ପୁରୀ-ଭଞ୍ଜପୁର ସ୍ପେଶାଲ

ଟ୍ରେନର ଆଂଶିକ ବାତିଲ୍:

08534/08533 ପଲାସା-କଟକ-ପଲାସା ପାସେଞ୍ଜର ସ୍ପେଶାଲ ଭୁବନେଶ୍ୱର ନ୍ୟୁ ଏବଂ କଟକ ମଧ୍ୟରେ 12 ତାରିଖରୁ 14 ତାରିଖ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ
08422/08421 ଗୁଣୁପୁର-କଟକ-ଗୁଣୁପୁର ପାସେଞ୍ଜର ସ୍ପେଶାଲ ଭୁବନେଶ୍ୱର ନ୍ୟୁ ଏବଂ କଟକ ମଧ୍ୟରେ 12 ତାରିଖରୁ 14 ମଧ୍ୟରେ ଉଭୟ ଦିଗରୁ ବାତିଲ
12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 13 ତାରିଖରେ ଖଡ଼ଗପୁର ଓ ହାଓଡ଼ା ମଧ୍ୟରେ ବାତିଲ
କଟକ ମାର୍ଗ ପରିବର୍ତ୍ତେ ନରାଜ ମାର୍ଥାପୁର ଦେଇ ମାର୍ଗ ପରିବର୍ତ୍ତନ ସହ ନରାଜ ମାର୍ଥାପୁର / କପିଲାସ ରୋଡ ଷ୍ଟେସନରେ ରହଣି ବ୍ୟବସ୍ଥା
12073 / 12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ ବାତିଲ
12277/12278 ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ

12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
12891/12892 ବାଙ୍ଗିରିପୋସି-ପୁରୀ-ବାଙ୍ଗିରିପୋସି ଏକ୍ସପ୍ରେସ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18416/18415 ବଡ଼ବିଲ-ପୁରୀ-ବଡ଼ବିଲ ଏକ୍ସପ୍ରେସ୍ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ନୂଆଦିଲ୍ଲୀରୁ 10 ରୁ 12 ତାରିଖ ପର୍ଯ୍ୟନ୍ତ
12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
12837 ହାଓଡ଼ା-ପୁରୀ ଏକ୍ସପ୍ରେସ ହାଓଡ଼ାରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
12838 ପୁରୀ-ହାଓଡ଼ା ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18117 ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲାରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
18118 ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ଗୁଣୁପୁରରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18409 ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଶାଲିମାରରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
18410 ପୁରୀ-ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18426 ଦୁର୍ଗ-ପୁରୀ ଏକ୍ସପ୍ରେସ ଦୁର୍ଗରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
18425 ପୁରୀ-ଦୁର୍ଗ ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18451 ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସ ହଟିଆରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
18452 ପୁରୀ-ହଟିଆ ତପସ୍ୱିନି ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18478 ଋଷିକେଶ-ପୁରୀ କଲିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ 10 ରୁ 12 ତାରିଖ ପର୍ଯ୍ୟନ୍ତ
18477 ପୁରୀ-ଋଷିକେଶ କଲିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ।
02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ 11 ରୁ 13 ତାରିଖ ପର୍ଯ୍ୟନ୍ତ
02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
08440 ପାଟନା-ପୁରୀ ସ୍ପେଶାଲ ପାଟନାରୁ 13 ତାରିଖ
08439 ପୁରୀ-ପାଟନା ସ୍ପେଶାଲ୍ ପୁରୀରୁ 12 ତାରିଖ ଦିନ
12876 ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ଆନନ୍ଦ ବିହାରରୁ 11ଏବଂ13 ତାରିଖ ଦିନ

20814 ଯୋଧପୁର-ପୁରୀ ଏକ୍ସପ୍ରେସ ଯୋଧପୁରରୁ 12 ତାରିଖ ଦିନ
20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଟାଟାରୁ 14 ତାରିଖ ଦିନ
07029 ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ ଅଗରତାଲା ଠାରୁ 11 ତାରିଖ ଦିନ

12820 ଆନନ୍ଦ ବିହାର-ପୁରୀ ଓଡିଶା ସାମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଆନନ୍ଦ ବିହାରରୁ 11 ତାରିଖ ଦିନ
15644 କାମାକ୍ଷା-ପୁରୀ ଏକ୍ସପ୍ରେସ କାମାକ୍ଷାରୁ 10 ତାରିଖ ଦିନ
12815 ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ 12 ଏବଂ 14 ତାରିଖ ଦିନ
12880 ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ଭୁବନେଶ୍ୱରରୁ 14 ତାରିଖ ଦିନ
12888 ପୁରୀ-ଶାଲିମାର ଏକ୍ସପ୍ରେସ ପୁରୀରୁ 13 ତାରିଖ ଦିନ
18126/18125 ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ୍ ଉଭୟ ଦିଗରୁ 12 ରୁ 14 ତାରିଖ ପର୍ଯ୍ୟନ୍ତ
18449 ପୁରୀ-ପାଟନା ବୈଦ୍ୟନାଥମ୍ ଏକ୍ସପ୍ରେସ ପୁରୀରୁ 14 ତାରିଖ ଦିନ
22890 ପୁରୀ-ଦିଘା ଏକ୍ସପ୍ରେସ ପୁରୀରୁ 12 ତାରିଖ ଦିନ


ଅନ୍ୟପଟେ ସମ୍ବଲପୁର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହେବ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ କେତେକଙ୍କ ଆଂଶିକ ପରିବର୍ତ୍ତନ କରାଯାଇଛି ।


ବାତିଲ୍ ହେବାକୁ ଥିବା ଟ୍ରେନ :

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 19 ରୁ 23 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ
18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 19ରୁ 23 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ
18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 19ରୁ 23 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ
20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 21 ତାରିଖ
20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ 21 ଏବଂ 22 ତାରିଖ
18309 ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ 19, 21 ଏବଂ 22 ତାରିଖ
18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ 18 ଏବଂ 20 ତାରିଖ
18311 ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 23 ତାରିଖ
18312 ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ 21 ଏବଂ 24 ଅଗଷ୍ଟ
20832 ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 22 ଅଗଷ୍ଟ
20831 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ 21 ଏବଂ 23 ଅଗଷ୍ଟ
08317 ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ 18 ରୁ 24 ଅଗଷ୍ଟ
08318 ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ ରୁ 19 ରୁ 25 ଅଗଷ୍ଟ ପର୍ଯ୍ୟନ୍ତ
08264/08277 ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ 18 ରୁ 23 ଅଗଷ୍ଟ
08263/08278 ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ 19 ରୁ 24 ଅଗଷ୍ଟ
08311 ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ 23 ଅଗଷ୍ଟ
08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ 25 ଅଗଷ୍ଟ
08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ
08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ

18451/18452 ହଟିଆ-ପୁରୀ-ହଟିଆ ତାପସ୍ୱିନି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ ପର୍ଯ୍ୟନ୍ତ ଉଭୟ ଦିଗରୁ
12880/12879 ଭୁବନେଶ୍ୱର- ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ 21 ଅଗଷ୍ଟରେ ଏବଂ ଏଲଟିଟିରୁ 19 ଅଗଷ୍ଟ ଦିନ
22866 ପୁରୀ- ଏଲଟିଟି ଏକ୍ସପ୍ରେସ 22 ଅଗଷ୍ଟ 2023ରେ ପୁରୀରୁ
20471 / 20472 ବିକାନର୍-ପୁରୀ-ବିକାନର୍ ଏକ୍ସପ୍ରେସ୍ ବିକାନେରରୁ 20 ଅଗଷ୍ଟରେ ଏବଂ ପୁରୀରୁ 23 ଅଗଷ୍ଟ
20807 / 20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବିଶାଖାପାଟନମରୁ 19 ଓ 22 ଅଗଷ୍ଟରେ ଏବଂ ଅମୃତସରରୁ 19 ଏବଂ 23 ଅଗଷ୍ଟ ଦିନ
20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ 23 ଅଗଷ୍ଟରେ ଏବଂ ଯୋଧପୁରରୁ 19 ଅଗଷ୍ଟ ଦିନ ବାତିଲ

ଟ୍ରେନର ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ବ ଇଣ୍ଟରସିଟି ଏକ୍ସପ୍ରେସ 19 ରୁ 23 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଯୁଯୁମୁରା ଏବଂ ବାଲାଙ୍ଗୀର ମଧ୍ୟରେ ବାତିଲ ରହିବ
19 ଅଗଷ୍ଟ 2023ରେ ନନ୍ଦେଡରୁ ଛାଡିବାକୁ ଥିବା 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ବରଗଡ ରୋଡରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ
19 ତାରିଖରେ ଶାଲିମାରରୁ ଛାଡିବାକୁ ଥିବା 22803 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ବଲପୁର ସିଟିରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ହୋଇ ରହିବ
17 ତାରିଖରେ ଜାମ୍ମୁ ତାୱିରୁ ଛାଡ଼ିବାକୁ ଥିବା 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ
18 ତାରିଖରେ ଏରୋଡରୁ ଛାଡ଼ିବାକୁ ଥିବା 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ

ଏହା ମଧ୍ୟ ପଢନ୍ତୁ:Amrit Bharat Scheme: ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ

ABOUT THE AUTHOR

...view details