ଖୋର୍ଦ୍ଧା: ମାତିଛନ୍ତି ଖଣି ମାଫିଆ । ସରକାରୀ ଜାଗାରୁ ବେଆଇନ ଭାବେ ଖଣିଜ ଦ୍ରବ୍ୟ ଲୁଟ କରି ବେସ ଭଲ ମୁନାଫା କମାଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଆଇଆଇଟି ନିକଟରେ ଥିବା ସରକାରୀ ଜମିରୁ ବେଆଇନ ଭାବେ ମୋରମ ଲୁଟ ବେଳେ ଜଟଣୀ ପୋଲିସ ଚଢ଼ାଉ କରିଛି ।
ମୋରମ ଚାଲାଣ ବେଳେ ଚଢାଉ, ତିନି ଗିରଫ - ମାତିଛନ୍ତି ଖଣି ମାଫିଆ
ମାତିଛନ୍ତି ଖଣି ମାଫିଆ । ମୋରମ ଚାଲାଣ ବେଳେ ଚଢାଉ, ତିନି ଗିରଫ । ଅଧିକ ପଢନ୍ତୁ...
![ମୋରମ ଚାଲାଣ ବେଳେ ଚଢାଉ, ତିନି ଗିରଫ raid in mining ,3 arrested khordha](https://etvbharatimages.akamaized.net/etvbharat/prod-images/768-512-11394637-thumbnail-3x2-k.jpg)
ମୋରମ ଚାଲାଣ ବେଳେ ଚଢାଉ, ତିନି ଗିରଫ
ମୋରମ ଚାଲାଣ ବେଳେ ଚଢାଉ, ତିନି ଗିରଫ
ଗୋଟିଏ ହାଇୱା ଓ ଜେସିବି ମେସିନକୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିଥିବା ଜଟଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ