ଖୋର୍ଦ୍ଧା:ଭିଟାମାଟି ବଞ୍ଚାଇବାକୁ ଧାରଣା । ଜିଲ୍ଲାର ଘର ଓ ଜମି ପଟ୍ଟାର ମାଲିକାନା ସତ୍ତ୍ବେ ଶ୍ରୀ ଜଗନ୍ନାଥ ବିଜେ ଥିବାରୁ ଲୋକେ ଜମି ଜମାକୁ କିଣାବିକା କରିପାରୁ ନାହାନ୍ତି । ଏ ନେଇ ଧାରଣା ଦେଇଛନ୍ତି ନରଣଗଡ ପଞ୍ଚାୟତବାସୀଙ୍କ ଧାରଣା ଦେଇଛନ୍ତି ।
ନରଣଗଡରେ ଥିବା କୁଣ୍ଡ କୁଣ୍ଡି ପାହାଡର ମାଲିକାନା ସତ୍ତ୍ବେ ପଞ୍ଚାୟତବାସୀଙ୍କ ଜମିପଟ୍ଟାର ମାଲିକାନାରେ ରାଜ୍ୟ ସରକାରଙ୍କ ନାମ କରାଯିବାକୁ ପଞ୍ଚାୟତବାସୀ ବିରୋଧ କରିଛନ୍ତି । ଶ୍ରୀ ଜଗନ୍ନାଥ ବିଜେ ଥିବାରୁ ଲୋକେ ଜମି ଜମାକୁ କିଣାବିକା କରିପାରୁ ନାହାନ୍ତି । ଏହାକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସରକାରଙ୍କର ସବୁ ଫୋରମକୁ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।