ଖୋର୍ଦ୍ଧା: ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା । ଏହି ସଂସ୍ଥା କ୍ୟାନସର ଓ ମଧୁମେହ ରୋଗ ଭଳି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରୁଛି ।
ସମାଜକୁ ନିରୋଗ ରଖିବାକୁ ବେସରକାରୀ ସଂସ୍ଥାର ଅନନ୍ୟ ପ୍ରୟାସ - କ୍ୟାନସର ଓ ମଧୁମେହ ରୋଗ ମାରାତ୍ମକ ରୋଗ
ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା । ଏହି ସଂସ୍ଥା ସହଯୋଗରେ କ୍ୟାନସର ଓ ମଧୁମେହ ରୋଗ ଭଳି ମାରାତ୍ମକ ରୋଗ ବିଷୟରେ ସଚେତନ ହେଉଛନ୍ତି ଲୋକେ ।
![ସମାଜକୁ ନିରୋଗ ରଖିବାକୁ ବେସରକାରୀ ସଂସ୍ଥାର ଅନନ୍ୟ ପ୍ରୟାସ private-agencies-stated-progrmme-to-cure-dieses-in-society-in-khordha](https://etvbharatimages.akamaized.net/etvbharat/prod-images/768-512-5429923-thumbnail-3x2-kho.jpg)
ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା
ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା
ସମାଜକୁ ନିରୋଗ ରଖିବାକୁ ପ୍ରୟାସ ଆରମ୍ଭ କରିଛି ଏକ ବେସରକାରୀ ସଂସ୍ଥା । କ୍ୟାନସର ,ହୃଦରୋଗ ଏବଂ ମଧୁମେହ ରୋଗ ନେଇ ସାଧାରଣ ଲୋକଙ୍କୁ ସଚେତନ କରୁଛି ଏହି ସଂସ୍ଥା । ଏହି ଅବସରରେ ଖୋର୍ଦ୍ଧା ବାଲୁଗାଁ ନିର୍ବାଚନ ମଣ୍ଡଳୀର ସମସ୍ତ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଗକୁ ଏହି ସଚେତନତା କାର୍ଯ୍ୟକ୍ରମ ସାରା ଓଡ଼ିଶାର ପୁର ପଲ୍ଲୀରେ କରାଯିବା ଲକ୍ଷ୍ୟ ରଖାଯାଇଛି । କ୍ୟାନସର ରୋଗକୁ ପ୍ରଥମରୁ ଜାଣି ପାରିଲେ ଏହାର ନିରାକରଣ ହୋଇପାରିବ ବୋଲି ଲୋକଙ୍କୁ ସଚେତନତା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ