ଓଡିଶା

odisha

ETV Bharat / state

4 ମୃତ ବିଦେଶୀ ପକ୍ଷୀ ଉଦ୍ଧାର, ଶିକାରୀ ଗିରଫ

ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାଳୁପଡା ନିକଟସ୍ଥ ବାଲିନାସିରୁ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ଚାରୋଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ କାଳୁପଡା ଜଟିଆପାଟଣାର ଗଜେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି ।

By

Published : Dec 22, 2019, 9:43 AM IST

bird
ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ଶୀତ ଋତୁର ଆଗମନରେ ଚିଲିକାକୁ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଚାଲି ଆସନ୍ତି । ଆଉ ଏହାର ସୁଯୋଗ ନେଇ ପକ୍ଷୀ ଶିକାରୀମାନେ ବେଶ ସକ୍ରିୟ ହୋଇଉଠନ୍ତି । ସେହିପରି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାଳୁପଡା ନିକଟସ୍ଥ ବାଲିନାସିରୁ ଜଣେ ଶିକାରୀକୁ ଗିରଫ କରିବା ସହ ତାଠାରୁ ଚାରୋଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ କାଳୁପଡା ଜଟିଆପାଟଣାର ଗଜେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details