ଓଡିଶା

odisha

ETV Bharat / state

କୋଭିଡ ନିୟମକୁ ଫୁ, ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ - ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ

ଖୋର୍ଦ୍ଧାରେ କୋରୋନା ସଂକ୍ରମଣକୁ ନେଇ କୋଭିଡ ନିୟମ ଲାଗୁ ହୋଇଛି । ହେଲେ ଏହାକୁ କିଛି ହସ୍ପିଟାଲ ଓ କ୍ଲିନିକ ଅଣଦେଖା କରୁଥିବା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ, ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ
କୋଭିଡ ନିୟମକୁ ଫୁ, ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ

By

Published : Jul 14, 2020, 2:15 PM IST

Updated : Jul 14, 2020, 7:49 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣ ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ତତ୍ପର ହୋଇଛି ପୌର ପ୍ରଶାସନ। ଆଜି(ମଙ୍ଗଳବାର) ଖୋର୍ଦ୍ଧାରେ ଥିବା ଘରୋଇ ନର୍ସିଂହୋମରେ ପୌର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।

କୋଭିଡ ନିୟମକୁ ଫୁ, ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ

କୋଭିଡ ନିୟମ ପାଳନ ହେଉଛି କି ନାହିଁ ସେନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । କୋଭିଡ ନିୟମ ଅବମାନନା କରୁଥିବା ଜଣାପଡିବା ପରେ ଜୀବନରେଖା ଓ ନନ୍ଦିଘୋଷ ହସ୍ପିଟାଲକୁ 7 ଦିନ ପାଇଁ ସିଲ କରିଛି ପୌର ପ୍ରଶାସନ ।

କୋଭିଡ ନିୟମକୁ ଫୁ, ସିଲ ହେଲା ଘରୋଇ ହସ୍ପିଟାଲ ଓ କ୍ଲିନିକ

ସେହିପରି ନନ୍ଦିଘୋଷ ହସ୍ପିଟାଲ ଉପରେ 50 ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 14, 2020, 7:49 PM IST

ABOUT THE AUTHOR

...view details