ଖୋର୍ଦ୍ଧା: ଖୋର୍ଦ୍ଧାରେ ହାତୀ ଉପଦ୍ରବ । ଗୁରୁବାର ରାତିରେ ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମୁଣ୍ଡ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି ।
ହାତୀ ଆକ୍ରମଣରେ ଜଣେ ଗୁରୁତର - man injured in elephant attack
ଖୋର୍ଦ୍ଧାରେ ହାତୀ ଉପଦ୍ରବ । ଗୁରୁବାର ରାତିରେ ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
![ହାତୀ ଆକ୍ରମଣରେ ଜଣେ ଗୁରୁତର ହାତୀ ଆକ୍ରମଣରେ ଜଣେ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-10591577-thumbnail-3x2-elephant.jpg)
ହାତୀ ଆକ୍ରମଣରେ ଜଣେ ଗୁରୁତର
ହାତୀ ଆକ୍ରମଣରେ ଜଣେ ଗୁରୁତର
ଗୁରୁତର ବ୍ୟକ୍ତି ଜଣଙ୍କ ନାରାୟଣ ସାମନ୍ତରାୟ ବୋଲି ଜଣାପଡିଛି। ଖୋର୍ଦ୍ଧା ଏବଂ ଏହାର ଆଖପାଖରେ ପ୍ରତ୍ୟେକ ଦିନ ହାତୀ ଆତଙ୍କ ଖେଳାଉଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ