ଓଡିଶା

odisha

ETV Bharat / state

ଟ୍ରେନରେ କଟି ବୃଦ୍ଧ ମୃତ - ଟ୍ରେନ ଲାଇନରେ କଟି ମୃତ୍ୟୁ

ନୟାଗଡରୁ ଖୋର୍ଦ୍ଧା ଯାଉଥିବା ସମୟରେ ଦୁର୍ଘଟଣା । ଟ୍ରେନ ଲାଇନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ।

ଟ୍ରେନରେ କଟି ବୃଦ୍ଧ ମୃତ

By

Published : Sep 21, 2019, 1:10 PM IST

ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ ଥାନା ଅନ୍ତର୍ଗତ ବୋଲଗଡ ଷ୍ଟେସନ ନିକଟରେ ଟ୍ରେନ ଲାଇନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ଟ୍ରେନରେ କଟି ବୃଦ୍ଧ ମୃତ

ମୃତକଙ୍କ ପରିଚୟ ଅଧିକାରୀ ପ୍ରଧାନ(60) । ତାଙ୍କ ଘର କପାସିଆ ବୋଲି ଜଣାପଡିଛି । ଏହି ଘଟଣାଟି ଆଜି(ଶନିବାର) 10.40ରେ ଘଟିଥିଲା । ସେ ନୟାଗଡରୁ ଖୋର୍ଦ୍ଧା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details