ଭୁବନେଶ୍ବର:ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି । 50ହଜାର ଚାଷୀଙ୍କର ହେବ ସମାଗମ। ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଗତ ୧୮ତାରିଖ ଠାରୁ ୧୪ଦିନ ଧରି ବିଧାନସଭା ସମ୍ମୁଖରେ ଚାଷୀର ହକ୍ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସତ୍ୟାଗ୍ରହ ଚାଲୁ ରହିଥିଲେ ମଧ୍ୟ ସରକାର ଚାଷୀଙ୍କ ପାଇଁ କୌଣସି ଚିନ୍ତା କଲେ ନାହିଁ ।
କାଲି ବିଧାନସଭା ଘେରାଉ କରିବ ବିଜେପି, ୫୦ ହଜାର ଚାଷୀଙ୍କର ହେବ ସମାଗମ - ଭାରତୀୟ ଜନତା ପାର୍ଟି ପକ୍ଷରୁ ସତ୍ୟାଗ୍ରହ
ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି । 50ହଜାର ଚାଷୀଙ୍କର ହେବ ସମାଗମ । ଏହି ପରିପ୍ରେକ୍ଷୀରେ ଆଜି ଲୋୟର ପିଏମଜି ରେ କରାଯାଇଛି ଏକ ପଥପ୍ରାନ୍ତ ନାଟକ । ଅଧିକ ପଢନ୍ତୁ
ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି, ୫୦ହଜାର ଚାଷୀଙ୍କର ହେବ ସମାଗମ
ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି, ୫୦ହଜାର ଚାଷୀଙ୍କର ହେବ ସମାଗମ
ଏହି ପରିପ୍ରେକ୍ଷୀରେ ଆଜି ଲୋୟର ପିଏମଜି ରେ କରାଯାଇଛି ଏକ ପଥପ୍ରାନ୍ତ ନାଟକ । ଯେଉଁଥିରେ ଚାଷ ଏବଂ ଚାଷୀ ର ପ୍ରସଙ୍ଗ ରହିଛି। କିଭଳି ରାଜ୍ୟସରକାର ଚାଷୀଙ୍କ ନାନେଇ ଡିଡ଼ିମ୍ବ ପିଟୁଛନ୍ତି ଅନ୍ୟପଟେ ଚାଷୀ ମୌଳିକ ସୁବିଧା ନପାଇ ହନ୍ତସନ୍ତ ହେଉଛି ତାହା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର