ଖୋର୍ଦ୍ଧା: ଜଟଣୀ ଥାନା ତରାବୋଇରେ ଅଘଟଣ । ଘରେ ଶୋଇଥିବାବେଳେ ବାହାରୁ କବାଟ ଦେଇ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଦୁଇ ଶିଶୁ ସମେତ ଚାରିଜଣ ଥିଲେ ଘରେ । ଦୁଇ ଶିଶୁ ଚେତା ଶୂନ୍ୟ ହୋଇଥିଲେ ।
ଘରେ ଶୋଇଥିବାବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ
ଜଟଣୀ ଥାନା ତରାବୋଇରେ ଅଘଟଣ । ଘରେ ଶୋଇଥିବାବେଳେ ବାହାରୁ କବାଟ ଦେଇ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଦେଲେ । ଅଧିକ ପଢନ୍ତୁ...
miscreants-set-house-on-fire-in-khurdha
ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ରଘୁନାଥ ତାଡ଼ ଉଠି ପଡିଶା ଘରକୁ ଫୋନ କରିବା ପରେ ଖୋଲିଥିଲେ କବାଟ ଏବଂ ନିଆଁ ଲିଭାଇଥିଲେ । ଦୁଇ ଶିଶୁ ଏବେ ସୁସ୍ଥ ଅଛନ୍ତି । ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Oct 18, 2020, 10:59 AM IST