ଖୋର୍ଦ୍ଧା: ଆସାମର ନାବାଳିକା ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଆସାମ ରାଜ୍ୟର ନାବାଳିକା ବୋଲଗଡ଼ ଅଞ୍ଚଳର ମହେନ୍ଦ୍ର ଦାସଙ୍କ ଘରେ ରହି ଗତ ଦୁଇବର୍ଷ ହେବ କାମ କରୁଥିଲା ।
ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ନାବାଳିକା ଉଦ୍ଧାର - minor gurl from assam
ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ନାବାଳିକା ଉଦ୍ଧାର । ଦୁଇ ବର୍ଷ ହେବ ବୋଲଗଡ଼ ଅଞ୍ଚଳର ମହେନ୍ଦ୍ର ଦାସଙ୍କ ଘରେ ରହି ଗତ ଦୁଇବର୍ଷ ହେବ କାମ କରୁଥିଲା । ଅଧିକ ପଢନ୍ତୁ..
ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ନାବାଳିକା ଉଦ୍ଧାର
ଆଜି ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୋଲଗଡ଼ ପୋଲିସ ସାହାଯ୍ୟରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳିକାର ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ଶିଶୁ ସୁରକ୍ଷା ସମିତିକୁ ପଠାଇ ତଦନ୍ତ କରୁଛି ଶିଶୁ ସୁରକ୍ଷା ବିଭାଗ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ